ବଜ୍ରପାତରେ ଜଳିଗଲା ନଡିଆଗଛ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଆଜି ଅପରାହ୍ନ ୪ଟାବେଳେ ଓଡଗାଁ ସିନେମାହଲ ଛକ ଠାରେ ବଜ୍ରଘାତରେ ଏକ ନଡିଆଗଛ ଜଳିଗଲା । କାଳବୈଶାଖି ଯୋଗୁଁ ସ୍ଥାନୀୟ ଅଂଚଳରେ ବର୍ଷା ପବନ ଓ କରକା ପାତ ହେଉଥିବା ବେଳେ ବାରମ୍ବାର ଘଡଘଡି ବିଜୁଳି ମାରୁଥିଲା । ଏହି ସମୟରେ ସିନେମା ହଲ ଛକରେ ଥିବା ରାମପ୍ରସାଦ…