ଭୂଲ କାହାର : ଜନତା ନାଁ ରେଲୱେ ପ୍ରଶାସନର  

ବଲାଙ୍ଗିରରୁ ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର : ପୂରୀ ରୁ ରାଇଗଡା ପାଇଁ ଆସୁଥିବା ଟ୍ରେନ (ତପସ୍ଵିନୀ ଏକ୍ସପ୍ରେସ) ଯାହା ୯ଘଣ୍ଟା ୨୩ ମିନିଟ୍ ରେ ଭୂବନେଶ୍ବରରେ ପହଂଚିଥାଏ,  ଗତକାଲି ୬ ଘଣ୍ଟା ୧୫ ମିନିଟ୍ ବିଲମ୍ବରେ ଆସିଥିଲା | ଫଳରେ ଅନେକ ଯାତ୍ରୀ ବହୁହଇରାଣ ହୋଇଛନ୍ତି। ଏହି…

ମାନସିକ ବିକୃତ ବୃଦ୍ଧଙ୍କ ଉନ୍ମତ୍ତ କାଣ୍ଡ: ୨ ସ୍ତ୍ରୀଙ୍କୁ ହତ୍ୟା ପରେ ନିଜେ କଲେ ଆତ୍ମହତ୍ୟା

http://www.youtube.com/watch?v=l6yR78xoH6w  ବାରିପଦା,(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ତଥା ବାରିପଦା ବ୍ଲକ ଅଧୀନ ଶଙ୍ଖାଭଙ୍ଗା ପଞ୍ଚାୟତ ତାଡ଼କିଶୋଳ ଗ୍ରାମରେ ଗୋଟିଏ ପରିବାରର ୨ ମହିଳା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏବଂ ଅନ୍ୟ ଜଣେ ବୃଦ୍ଧଙ୍କ ମୃତଦେହ ଏକ…

ଧଉରାମୁଣ୍ଡାରେ ଷୋହଳ ପ୍ରହରି ବିଶ୍ୱଶାନ୍ତି ହରି ଯଜ୍ଞ

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଧଉରାମୁଣ୍ଡା ଜଗନ୍ନାଥ ମନ୍ଦିର ପରିସରରେ ଷୋହଲ ପ୍ରହରି ବିଶ୍ୱଶାନ୍ତ ହରି ଯଜ୍ଞ ଅନୁଷ୍ଠିତ  ହୋଇଯାଇଛି । ସୋମବାର ସକାଳେ ପଣ୍ଡିତ ବିଜୟ କୁମାର ହୋତା ଓ ଖୁସିରାମ ତ୍ରିପାଠିଙ୍କ ମନ୍ତେ୍ରାଚାରଣ ଏବଂ ଶଙ୍ଖ, ଘଂଟ, ମୃଦଙ୍ଗ, ହରିବୋଲ,…

ହତ୍ୟାର ପ୍ରତିଶୋଧ ନେବା ପାଇଁ ଆକ୍ରମଣ 

ବୌଦ୍ଧ(ଶାସକ ପ୍ରଶାସକ)ବୋୖଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଖମାର ଗାଁରେ ଘଟିଯାଇଛି ବିଭତ୍ସ ଦୃଶ୍ୟ । ପୂର୍ବ ଶତ୍ରୁତା କେନ୍ଦ୍ର କରି ଗାଁର ସୁରେନ୍ଦ୍ର ଖେତି ନାମକ ଜଣେ ବ୍ୟକ୍ତିଙ୍କୁ ସଙ୍ଘବନ୍ଧ ଆକ୍ରମଣ କରିଛନ୍ତି ସେଇ ଗାଁର 6ଜଣ । ସେମାନେ ସୁରନ୍ଦ୍ରଙ୍କ ଦୁଇ ହାତ ସହ ଦୁଇ ଗୋଡ଼ର ଆଙ୍ଗୁଠି କାଟି…

ଶ୍ରୀମନ୍ଦିର  ଓ ସୂର୍ଯ୍ୟ ମନ୍ଦିର ମରାମତି ପାଇଁ ଏଏସ୍ଆଇକୁ ୫ କୋଟି ଟଙ୍କାର ଆର୍ଥିକ ସହାୟତା ଦେଲା ଓଏନଜିସି

 ଓଏନଜିସି କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର  ଭୁବନେଶ୍ୱର – ସାମୁଦ୍ରିକ ବାତ୍ୟା ‘ଫନୀ’ରେ ପୁରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହାର ମରାମତି କାର୍ଯ୍ୟ ତଥା ପୁନରୁଦ୍ଧାର ପାଇଁ ଓଏନଜିସି  ମଙ୍ଗଳବାର ଭାରତୀୟ ପ୍ରତ୍ନତତ୍ୱ ସଂସ୍ଥା (ଏଏସଆଇ)କୁ…

ମାଟ୍ରିକ ପରୀକ୍ଷାଫଳ :  ଓଡଗାଁ ଏନଏସିରୁ ଏ୧ରେ ୮ ଉନ୍ନୀତ

ଓଡଗାଁ: ମାଧ୍ୟମିକ ଶିକ୍ଷା ପରିଷଦ ୨୦୧୯ ବର୍ଷର ମାଟ୍ରିକ ପରୀକ୍ଷାଫଳ ଆଜି ପ୍ରକାଶିତ ହୋଇଛି । ସେଥି ମଧ୍ୟରୁ ୮ଜଣ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ୧ ଗ୍ରେଡରେ ଉନ୍ନୀତ ହୋଇଛନ୍ତି । ସ୍ଥାନୀୟ ରଘୁନାଥ ବିଦ୍ୟାପୀଠର ପାସହାର ୭୦ ହୋଇଥିବା ବେଳେ ଶ୍ରୀକାନ୍ତ ସାହୁ ୫୬୪,…

 ରାମ୍ପିଦେଲା, ଅଳ୍ପକେ ବଞ୍ଚିଲା ଜୀବନ 

 ମେଲଛାମୁଣ୍ଡା ଅଂଚଳରେ  ବଣୁଆ ଭାଲୁ ଆତଙ୍କ: ଠାବ କରିବାରେ ବନ ବିଭାଗ ବିଫଳ ମେଲଛାମୁଣ୍ଡା( ମନୋଜ ଭୋଇ) କିଛି ଦିନ ହେବ ମେଲଛାମୁଣ୍ଡା ଅଂଚଳରେ ଏକ ବଣୁଆ ଭାଲୁ ଅଂଚଳବାସୀଙ୍କୁ ଆତଙ୍କିତ କରି ରଖିଛି । ଅଦ୍ୟାବଧି ୪ଜଣ ବ୍ୟକ୍ତି ବଣୁଆ ଭାଳୁର ଆକ୍ରମଣର ଶିକାର ହେବା ସହ ମରଣ ମୁହଁରୁ ଅଲ୍ପକେ…

ଅସହାୟ ପାଇଁ ସରକାରୀ ଯୋଜନା ସାତସପନ, ଚାରିକାନ୍ଥ ପାଲଟିଛି ଜରିପାଲ

ବାଙ୍କୀ, (ଆଶିଷ କୁମାର ମହାପାତ୍ର) - ଅସହାୟଙ୍କୁ ସହାୟ ହେବାପାଇଁ ସରକାରୀ ସ୍ତରରେ ଯୋଜନା ପରେ ଯୋଜନା କରାଯାଉଛି । କିନ୍ତୁ ତାହା ବାସ୍ତବ ହିତାଧିକାରୀଙ୍କ ପାଖରେ ନ ପହଁଞ୍ଚô ବାଟମାରଣା ହେଉଚିତ କେଉଁଠି ହାତଗୁଞ୍ଜା ନଦେଲେ ଲିଷ୍ଟ୍ ରୁ ନା କାଟି ଦିଆଯାଉଥିବା ଦେଖିବାକୁ ମିଳୁଛି । ସରକାରୀ…

ମୟୂରଭଞ୍ଜ : ସାଧାରଣ ନିର୍ବାଚନ-୨୦୧୯, ଭୋଟ୍ ଗଣତି ପର୍ଯ୍ୟବେକ୍ଷଣ ପାଇଁ ୯ ପର୍ଯ୍ୟବେକ୍ଷକ 

ଗଣତି ପର୍ଯ୍ୟବେକ୍ଷକ ଭାବେ ୨୭-ସାରସକଣା (ସଂ) ବିଧାନସଭା କ୍ଷେତ୍ର ପାଇଁ ଗୋପାଳ ଶର୍ମା ମୋବାଇଲ ନଂ-୬୩୭୨୯୯୦୬୨୯, ୨୯-ବାଙ୍ଗିରିପୋଷି (ସଂ) ବିଧାନସଭା  କ୍ଷେତ୍ର ପାଇଁ ଶ୍ରୀମତୀ ବିଜୟା କିଷ୍ଣାନ୍ ମୋ/ଫୋନ ନଂ-୬୩୭୨୯୯୩୦୪୨, ୨୬-ଯଶିପୁର (ସଂ) ବିଧାନସଭା କ୍ଷେତ୍ର ପ୍ରବୀଣ କୁମାର, ମୋ.…