କେନ୍ଦୁଝର ଚମ୍ପୁଆ ଆସନରେ ଜିତିଲେ ବିଜେଡିର ମିନାକ୍ଷୀ
ଚମ୍ପୁଆ : କେନ୍ଦୁଝର ଚମ୍ପୁଆ ଆସନରେ ଜିତିଲେ ବିଜେଡିର ମିନାକ୍ଷୀ ମହାନ୍ତ | ବିଜେଡି ପ୍ରାର୍ଥୀନୀ ମିନାକ୍ଷୀ ନିକଟତମ ବିଜେପି ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କ ଠାରୁ 25504ଭୋଟରେ ବିଜୟୀ ହୋଇଛନ୍ତି । ସନାତନ ମହାକୁଡ଼ଙ୍କ ସମର୍ଥିତ ବିଜେଡିର ମିନାକ୍ଷୀ ମହାନ୍ତ 87838,ବିଜେପିର ମୁରଲୀ…