ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ ।

ବାରିପଦା(ଶାସକ ପ୍ରଶାସକ)-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ ଶୁକ୍ରବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବା ପରେ  ପ୍ରଥମ ଦିନରେ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ମଧ୍ୟଦେଇ  ୧୬ ଗୋଟି ୪ ଚକିଆ ଯାନରେ  ମୋଟ ୧୦୬ ଜଣ ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟ…

୧୦ ଦଫା ଦାବି ପୂରଣ ନିମନ୍ତେ ସରକାରୀ ଠିକାଦାର ସଙ୍ଘ ପକ୍ଷରୁ ଆନ୍ଦୋଳନ

ବାରିପଦା(ଶାସକ ପ୍ରଶାସକ)-  ନିଖିଳ ଓଡ଼ିଶା ଠିକାଦାର ମହାସଙ୍ଘର ଆହ୍ୱାନ କ୍ରମେ ମୟୂରଭଞ୍ଜ ସରକାରୀ ଠିକାଦାର ସଙ୍ଘ ବାରିପଦା ପକ୍ଷରୁ ନଭେମ୍ବର ୧ ଶୁକ୍ରବାର ପୂର୍ବାହ୍ନ ସାଢେ଼ ୧୧ଟା ସମୟରେ ବାରିପଦାସ୍ଥିତ ମୟୂରଭଞ୍ଜ(ରାସ୍ତା ଓ ଗୃହ) ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ସମୁନ୍ନତ ସମାଜ ଗଠନ ପାଇଁ ଶିଶୁମାନଙ୍କ ଅଧିକାରର ସୁରକ୍ଷା ଅପରିହାର୍ଯ୍ୟ

 ରାଜ୍ୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଓ ଦୁଇଦିନିଆ କର୍ମଶାଳା ଉଦ୍ଯାପିତ ଭୁବନେଶ୍ୱର(ଶାସକ ପ୍ରଶାସକ):ସମୁନ୍ନତ ସମାଜ ଗଠନ ପାଇଁ ଶିଶୁମାନଙ୍କ ଅଧିକାରର ସୁରକ୍ଷା ଅପରିହାର୍ଯ୍ୟ | ଶିଶୁର ଶିକ୍ଷା,ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଓ ବଂଚିବା ପାଇଁ ଅନୁକୂଳ ପରିବେଶ ନିର୍ମାଣ…

କଲିନାଯୁ ଘାଇରୁ ମୃତ ଦେହ ଜବତ, କାରଣ ଆସ୍ପଷ୍ଠ : ହତ୍ୟା ସନ୍ଦେହ 

ଘୁ.ଉଦୟଗିରି:ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ଥାନା ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଂଚାୟତର କଲିନାଯୁ ଗ୍ରାମ ଠାରେ ଏକ ଅଭାବନିୟ ଘଟଣା ଘଟିଛି.କଲିନାଯୁ ଘାଇରୁ ରାଜ କିଶୋର ପ୍ରଧାନ (50) ନାମକ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଛି.  ସୂଚନା…

ଗୁଣପୁର ପୌର ପରିଷଦ ଟେଣ୍ଡର ବିଜ୍ଞପ୍ତିରେ ନୂଆ ନିୟମ : ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଶୁହାଇବାକୁ ନୁହେଁ ତ !!! 

  ଗୁଣୁପୁରରୁ ମାଧବ ବିଡିକା: ରାୟଗଡା ଜିଲ୍ଲା ଗୁଣପୁର ପୌର ପରିଷଦର ସୌନ୍ଦର୍ଯ୍ୟ ଏବଂ ଉନ୍ନତି କରଣ ନିମନ୍ତେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡର  ବାହାର କରାଯାଇ ବିଜ୍ଞପ୍ତି ଜାରି କରାଯାଇଛି । କିନ୍ତୁ ଉକ୍ତ ବିଜ୍ଞପ୍ତିରେ ଟେଣ୍ଡର ପକାଉଥିବା ଠିକାଦାର ମାନଙ୍କ…

ଗଜପତି ଜିଲ୍ଲା ଶିଶୁ ସୁରକ୍ଷା  ଅଧିକାରୀ  ପୁରସ୍କୃତ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ନବମ ପ୍ରତିଷ୍ଠା ଦିବସରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା  ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଉଚ୍ଚ ପ୍ରଶଂସିତ ହୋଇ ରାଜ୍ୟ ସ୍ତରରେ ସମ୍ମାନିତ ହେବା ସହ ପୁରସ୍କୃତ ହୋଇଛନ୍ତି । ମୁଖ୍ୟତଃ ଗଜପତି ଜିଲ୍ଲାପାଳ…

ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :    ସ୍ଥାନୀୟ +୩ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏନ୍ ଏସ୍ ଏସ୍ ବିଭାଗର ସେବା ଯୋଜନା ଅଧିକାରୀ ଡ. ଭାରତୀ ପାଣିଗ୍ରାହୀଙ୍କ ନେତୃତ୍ବରେ ଏନ୍ଏସ୍ଏସ୍ ଛାତ୍ରୀ  ଓ ବିଦ୍ୟାଳୟର…

ଟପ ଟେନରେ  ମହିଳା ସ୍ନାତକ ମହାବିଦ୍ୟାଳୟର କୃତି ଛାତ୍ରୀ ଧନଲକ୍ଷ୍ମୀ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର କୃତି ଛାତ୍ରୀ ଗୃହ-ବିଜ୍ଞାନ(ସମ୍ମାନ) ବ୍ରହ୍ମପୁର ବିଶ୍ବ-ବିଦ୍ୟାଳୟର +୩ ଶେଷ ବର୍ଷ ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଦଶମ ସ୍ଥାନ ଅଳଙ୍କୃତ କରିଛନ୍ତି  ଧନଲକ୍ଷ୍ମୀ ବେହେରା । ଏହି…