ରାୟଗଡାର ପୁରପଲ୍ଳୀରୁ ଆମ୍ବ ଗଲା ଦିଲ୍ଳୀ ବଜାରକୁ
ରାୟଗଡା/ସରୋଜ କୁମାର ସାହୁ –ଆଜି ରାୟଗଡା ଜିଲ୍ଲାରେ ଉତ୍ପାଦିତ ହେଉଥିବା ସୁସ୍ୱାଦୁ ଆମ୍ବ ଆମ୍ରପଲ୍ଲୀ, ଦିଲଖୁସ, ଲେଙ୍ଗଡା, ଆଖୁରସଁ ଇତ୍ୟାଦି ଆମ୍ବ | ସମତା ଟ୍ରେନ ଯୋଗେ ଜିଲ୍ଲା ପ୍ରଶାସନ ତରଫରୁ ଭାରତର ରାଜଧାନୀ ଦିଲ୍ଲୀକୁ ପଠାଯାଇଛି । ଏହି ଆମ୍ବ ଦିଲ୍ଲୀ ସ୍ଥିତ ମଦର ଡେଇରୀ କଂପାନୀ…