ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 1 ମୃତ 1ଗୁରୁତର

2

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ବିଜାଡ଼ିହି ଗ୍ରାମ ରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉକ୍ତ ଦୁର୍ଘଟଣା ରେ ବିଜେପୁର ଥାନା ଅନ୍ତର୍ଗତ ପୋଡ଼ମୁଣ୍ଡା ଗ୍ରାମର କୁମର ସାହୁ (60)ଙ୍କର ମୃତ୍ୟୁ ହେଇଯାଇଥିବା ବେଳେ ତାଙ୍କ ସହିତ ଥିବା ଅନ୍ୟ ଜଣେ ଈଶ୍ୱର ସାହୁ ଗୁରୁତର ଅବସ୍ଥାରେ ପଦ୍ମପୁର ରେ ଚିକିତ୍ସିତ ହେଉଛନ୍ତି।  ପାଇକମାଲ ପୋଲିସ ଘଟଣା ସ୍ଥଳ କୁ ପହଂଛି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

 

Leave A Reply

Your email address will not be published.