କୁଚିଣ୍ଡା/ ସାନ୍ତନୁ ବେହେରା : ଗତ କାଲି ସନ୍ଧ୍ୟା 9ଟା ସମୟରେ କୁଚିଣ୍ଡା କଲେଜ ର ପୂର୍ବତନ ସଭାପତି ସନ୍ଦୀପ ମିଶ୍ର ସଡ଼କ ଦୁର୍ଘଟଣାରେ ଜୀବନ ଯାଇଛି ଆଉ ଦୁଇଜଣ ଆହତ ହୋଇଛନ୍ତି ସମସ୍ତେ ଗୋଟିଏ ବୋଲେରୋ ଗାଡ଼ିରେ ରାଉରକେଲା ରୁ କୁଚିଣ୍ଡା ଫେରୁଥିବା ସମୟରେ ପତ୍ରlପଲି ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ ପଛରେ ବୋଲେରୋ ଗାଡି ଟି ବାଡେଇ ଥିଲା ଆହତ ମାନଂକୁ ଦମକଳ ବାହିନୀ ଡାକ୍ତରଖାନା କୁ ଆଣିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post