ପିନାକୀ ବିଜେଡି ସଂସଦୀୟ ଦଳ ନେତା : ଅଚ୍ୟୁତ ମୁଖ୍ୟ ସଚେତକ, ଅନୁଭବ ଉପମୁଖ୍ୟ
ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବିଜେଡି ସଂସଦୀୟ ଦଳ ନେତା ଭାବେ ମନୋନୀତ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର | ମୁଖ୍ୟ ସଚେତକ ଭାବେ ମନୋନୀତ ହୋଇଛନ୍ତି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତ | ଉପମୁଖ୍ୟ ସଚେତକ ଭାବେ କେନ୍ଦ୍ରାପଡା ସଂସଦ ଅନୁଭବ ମହାନ୍ତି ଓ…