ଅନାସ୍ଥା ପ୍ରସ୍ତାବ ଉପରେ ଚାଲିଛି ଭୋଟ

2

ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ :  କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ବଡିମୁଣ୍ଡା ସରପଞ୍ଚ ରୁକୁମା ପ୍ରଧାନଙ୍କ ବିରୋଧରେ ଆଜି ଅନାସ୍ଥା ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି।ଏହି ଭୋଟ ଗ୍ରହଣ ସମୟରେ ଚକାପାଦ ଗୋଷ୍ଠୀ ଉନୟନ ଅଧିକାରୀ ଫକିର ପରିଡ଼ା,ତହସିଲଦାର ଟିକାବାଲି ଅଭିମନ୍ୟୁ ବେହେରା ସମେତ 11 ଜଣ ୱାର୍ଡ ମେମ୍ବରଙ୍କ ଉପସ୍ଥିତିରେ ଜାରି   ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.