ଠିକାଦାରଙ୍କ ଦାଦାଗିରି , ଘରଛାଡି ୫ ଦିନ ହେଲା ବାହାରେ ମହିଳା ଓ ତାଙ୍କ ପରିବାର 

http://www.youtube.com/watch?v=3BCYrG68DSE&t=25s ବାରିପଦା (ଦିଲ୍ଲୀପ ମହାନ୍ତି) : ବ୍ୟକ୍ତିଗତ ଜମିରେ ଜୋର ଜବରଦସ୍ତ ନିର୍ମାଣ କରୁଛନ୍ତି ରାସ୍ତା | ପ୍ରଶାସନ ନିକଟରେ ଅଭିଯୋଗ କଲେ ଅସହାୟ ଆଦିବାସୀ ମହିଳା ଲିଳିମା ବେହେରା | ୧୫ ଡ଼ିସିମିଲ ବ୍ୟକ୍ତିଗତ ବ୍ୟକ୍ତିଗତ ଟିକଡ଼…

ବାହାରିଲା ଯୁକ୍ତ ଦୁଇ ପରୀକ୍ଷା ଫଳ, କମିଲା ପାସ ହାର

ନଅଟି କଲେଜରେ ପରୀକ୍ଷାଫଳ ଶୂନ ଭୁବନେଶ୍ୱର : ଆଜି ପ୍ରକାଶ ପାଇଲା ଚଳିତ ବର୍ଷର +୨ ବିଜ୍ଞାନ  ପରୀକ୍ଷାଫଳ । ଚଳିତ ବର୍ଷର ପାସ୍ ହାର ୭୨.୩୩ % । ପୂର୍ବ ବର୍ଷ ଅପେକ୍ଷା କମିଲା ପାସ ହାର । ଗତବର୍ଷ ତୁଳନାରେ ୪% କମ୍‌। ବାଲେଶ୍ୱର ଜିଲ୍ଲାରେ ପାସ୍‌ ହାର ସର୍ବାଧିକ- ୮୬. ୫୬%। ଗଜପତି…

କିନ୍ନର ପାଳିଲେ ସାବିତ୍ରୀ ବ୍ରତ 

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଆସ୍ଥା ଓ ପବିତ୍ରତାର ପର୍ବ ସାବିତ୍ରୀ ବ୍ରତ ପାଳିତ ହୋଇଥିବା ବେଳେ ଭୁବନେଶ୍ୱରରେ କିନ୍ନର ପାଳିଛନ୍ତି ଏହି ବ୍ରତ |  ଓଡିଶା କିନ୍ନର ମହାସଂଘ ଆନୁକୂଲ୍ୟରେ ପଳାଶପଲ୍ଲୀ ଫ୍ଲାଏଓଭର ତଳେ ବହୁସଂଖ୍ୟାରେ  କିନ୍ନର ସମ୍ମିଳିତ ହୋଇ ପୂର୍ବ ଭାରତ କିନ୍ନର…

ସ୍ତ୍ରୀ କୁ  ହତ୍ୟାକରି ପୋତିଦେଲା ସ୍ୱାମୀ

ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ତ୍ରୀ କୁ ହତ୍ୟା କରି ନିଜର  ବାଡିପଛପଟେ ପୋତିଦେଲା ସ୍ୱାମୀ । ଏହିଭଳି ଏକ ଘଟଣା ଘଟିଅଛି ମୟୁରଭଞ ଜିଲା ମୋରଡା ଥାନା ଅନ୍ତର୍ଗତ ଚିକିଟାମାଟିଆ ଲୋଧାସାହି ଗ୍ରାମଠାରେ । ଘଟଣା ମୁତାବକ ଗ୍ରାମର ଧିରେନ ନାୟକ ସ୍ତ୍ରୀ କମଳା ର ଚରିତ୍ର  ଉପରେ ସନେ୍ଧହ ଜାତ…

 ସୁଦାମ ,  ରାଜକିଶୋର ଓ ବାସନ୍ତିଙ୍କୁ ମୟୁରଭଞ୍ଜ ଜିଲା ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା 

ବାରିପଦା(ଦିଲ୍ଲୀପ ମହାନ୍ତି)  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା  ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି , ବିଧାୟକ ରାଜକିଶୋର ଦାସ ଏବଂ ବାସନ୍ତି ହେମ୍ବ୍ରମଙ୍କୁ ମୟୁରଭଞ୍ଜ ଜିଲା ବିଜୁ ଜନତାଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି ।  ଭୂବନେଶ୍ୱରରୁ  ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରିପଦା…

 ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବାଣ : ନିଆଁଲାଗି ଏକବଖରା ଜଳିଗଲା 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବ୍ଲକ ପାଣ୍ଡେରୀପଡା ପଂଚାୟତର ମଦନପୁର ଗାଁରେ ନିଆଁଲାଗି ବୈକୁଣ୍ଠ ନାୟକଙ୍କ ଏକବଖରା ଗୁହାଳ ଘର ପୋଡିଯାଇଛି । ନୟାଗଡ ବିଧାୟକ ତଥା କୃଷି ମତ୍ସ୍ୟ  ପଶୁପାଳନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଜନ ସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ…

ସମସ୍ୟାକୁ ନେଇ ଚାଷୀ ଅସନ୍ତୁଷ୍ଟ : ଅସଙ୍ଗତି ହଟାଇବା ପାଇଁ  ଚାଷୀଙ୍କ ଗଣଧାରଣା

ଜାମସେଠ/(ରାଜେନ୍ଦ୍ର କୁମାର ପ୍ରଧାନ):-ଆଞ୍ଚଲିକ କୃଷକ ମହାସଂଘ ମାଣ୍ଡୋସିଲ ତରଫରୁ ଜାମସେଠ ସେବା ସମବାୟ ସମିତି ଠାରେ ୩ଦଫା ଦାବୀ ନେଇ ଗତ କାଲି ଠାରୁ ୧୦ଟି ପଞ୍ଚାୟତ ଯଥା ମାଣ୍ଡୋସିଲ, ଜାମସେଠ, ବରତୁଣ୍ଡା, ଛିନ୍ଦେଇକେଲା, ଝାରବନ୍ଧ, କାଂସଡା, ଝିଟିକି, ଛେତଗାଁ, ଭୁବନେଶ୍ବରପୁର, ମିଠାପାଲି…

ମନ୍ତ୍ରୀ ବସଷ୍ଟାଣ୍ଡରେ କରିବେ ଖୋଲା ଅଭିଯୋଗ ଶୁଣାଣି ଶିବିର

ନୟାଗଡ(ବିଶ୍ୱଜିତ ନାୟକ) ନୟାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି,ମତ୍ସ୍ୟ,ପଶୁସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଗତ କାଲି ସନ୍ଧ୍ୟାରେ ନୟାଗଡ ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ସମ୍ବର୍ଦ୍ଧନା ସଭାରେ ସହରବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I ଡ.ସାହୁ ନିର୍ବାଚନରେ…

ବେଆଇନ ଗର୍ଭପାତ ବେଳେ କ୍ଳିନିକ ଉପରେ ଚଢାଉ ।

ନୟାଗଡ (ବିଶ୍ବଜିତ୍ ନାୟକ) ଗତ କାଲି ମଧ୍ଯ ରାତିକେ ନୟାଗଡ ସହରର ଏକ ଲାବୋରେଟୋରି ଉପରେ ଚଢାଉ କରିଛି ଜିଲ୍ଲା ପ୍ରଶାସନର ଏକ ମିଳିତ ଟିମ । ଚଢାଉ ବେଳେ ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରି ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତୀ କରାଯିବା ସହ ଗର୍ଭପାତ କରାଉଥିବା…

ବିଜେପୁରବାସୀଙ୍କ ଭଲ ପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଶାସକ ପ୍ରଶାସକ): ୨୦୧୮ ବିଜେପୁର ଉପ-ନିର୍ବାଚନ ସମୟରେ ଆପଣମାନଙ୍କର ଭଲ ପାଇବା ମୋତେ ଅଭିଭୂତ କରିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବା ପାଇଁ ମୋତେ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଥିଲା । ଏ ପରିପ୍ରେକ୍ଷୀରେ ବିଜେପୁରରୁ ପ୍ରାର୍ଥୀ ହେବା ପାଇଁ…