“ଓଡିଶା ଠିକାଦାରଙ୍କ ପେଟକୁ ଲାତ ମାରୁଛନ୍ତି ରାଜ୍ୟ ସରକାର”
ମୟୂରଭଞ୍ଜ ସରକାରୀ ଠିକାଦାର ଆସୋସିଏସନ ପକ୍ଷରୁ ରାସ୍ତା ଓ ଗୃହ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ସରକାରୀ ଠିକାଦାର ଆସୋସିଏସନ ପକ୍ଷରୁ ନଭେମ୍ବର ୧ଠାରୁ ୨୦୧୪ରେ ସ୍ଥିରିକୃତ ସିଡ଼ୁ୍ୟଲ ରେଟକୁ ୨୦୧୯ରେ…