ଯୋଜନାର ସୁଫଳ ଠାରୁ ଯୋଜନ ଯୋଜନ ଦୁରରେ ଭକଚନଙ୍କ ପରିବାର

ସିନାପାଲି ରୁ ନିରାକାର ମେହେର ଙ୍କ ରିପୋର୍ଟ: ଦରିଦ୍ର ସୀମାରେଖା ତଳେ ଥିବା ହିତାଧିକାରୀମାନଙ୍କୁ ସରକାର ବିଭିନ୍ନ ଯୋଜନା ରେ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି | ହେଲେ ଏହି ଯୋଜନା ସରକାରୀ ଉଦାସୀନତା ତଥା ପ୍ରଶାସନିକ ଚଂଚକତା କାରଣରୁ…

ବିଧାୟକଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ।

ପଦ୍ମପୁର(ନୀଲାମ୍ବର ଦୀପ):ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହା ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନରେ ଆସି ଚିକିତ୍ସାଳୟର ସ୍ବାସ୍ଥ୍ୟସେବା,ସ୍ୱଚ୍ଛତା  ଓ ରୋଗୀମାନଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଚିକିତ୍ସାଳୟ ପରିସରରେ ଲାଇଟ୍ ବ୍ୟବସ୍ଥା…

ରାଜରାସ୍ତାରେ ଜମିଲା ପାଣି : ନିଷ୍କାସନର ବ୍ୟବସ୍ଥା ନାହିଁ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ବହୁକୋଟି ଟଙ୍କା ବ୍ୟୟରେ ନୟାଗଡ-ପଥରା ଓ ଓଡଗାଁରୁ ବାହାଡାଝୋଲା ରାଜ୍ୟ ରାଜପଥର ପ୍ରସସ୍ତି କରଣ କାର୍ଯ୍ୟ ସରିଲା । ସାମାନ୍ୟ ବର୍ଷାହେଲେ ଓଡଗାଁ ସିନେମାହଲ ଛକରେ ରାସ୍ତାରେ ପାଣି ଜମିରହିବାରୁ ସ୍ଥାନୀୟ ବ୍ୟବସାୟୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।…

ଅଧରାତ୍ରୀରେ ହେଲା ରାସ୍ତା ଅବରୋଧ

ଅନିୟମିତ ବିଦ୍ୟୁତ ଯୋଗାଣ : ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରନ୍ସଫର୍ମର ସ୍ଥାପନ ଦାବୀ ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)ଓଡଗାଁ ଏନଏସି ଅଂଚଳର କେତେକ ସାହିକୁ ନିୟମିତ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଅଂଚଳରେ ଅସୋନ୍ତୋଷ ବୃଦ୍ଧି ପାଇଥିଲା । ଫଳ ସ୍ୱରୁପ ଓଡଗାଁର ବହୁ ସଂଖ୍ୟାରେ…

ଭଦ୍ରକ ଅଗ୍ନିଶମ ଅଧିକାରୀ ଓ ସହଯୋଗୀ ଭିଜିଲାନ୍ସ ଜାଲରେ : ୨ହଜାର ଟଙ୍କା ଲାଞ୍ଚ ନେଇ ହେଲେ ଗିରଫ୍ !

ଭଦ୍ରକ(ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ଭିଜିଲାନ୍ସ ଟିମ୍ ଭଦ୍ରକ ସହକାରୀ ଅଗ୍ନିଶମ ଅଧିକାରୀ ସଂଗ୍ରାମ ହାଁସଦା ଲାଞ୍ଚ ନେବା ବେଳେ ଧରିଛନ୍ତି । ହାଁସଦା ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ତାଙ୍କ ସହ ଫାୟାରମ୍ୟାନ ବିଭୁପ୍ରସାଦ ଜେନା ମଧ୍ୟ ଗିରଫ…

ମହିମା ଧର୍ମ ଦୀକ୍ଷିତ ବାବାଙ୍କ କି ମହିମା, ସିଧା ଏବେ ଜେଲରେ

 ନୂଆପଡା/ପ୍ରିୟବ୍ରତ ପଣ୍ଡା : ମହିମା ଧର୍ମ ରେ ଦୀକ୍ଷିତ ବାବାଙ୍କ ବ୍ରହ୍ମଚର୍ଯ୍ୟ ଭଗ୍ନ ହେଲା | ମାତିଗଲେ ବ୍ୟଭିଚାରରେ | ଝଡା ଫୁଙ୍କା ବାହାନା ରେ କଲେ ଅସଦାଚରଣ । ଘଟଣାରେ ସଂପୃକ୍ତ ବାବା ହେଲେ ଭରତ ଚନ୍ଦ୍ର, ଯିଏ କି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ମହିମା ମଠ ସହ ଜଡିତ ଅଟନ୍ତି । କିଛିଦିନ…

ଶ୍ୱଶୁର ଶଳା ମାଡ଼ରେ ଜ୍ବାଇଁ ଲହୁଲୁହାଣ

ନୟାଗଡ(ବିଶ୍ୱଜିତ ନାୟକ)-ପାରିବାରିକ କଳହର କରୁଣ ପରିଣତି,ଏହି ଘଟଣାଟି ଘଟିଛି ଓଡଗାଁ ଥାନା ସିଙ୍ଗାରାପଲ୍ଲୀ ପଞ୍ଚାୟତର ସେନ୍ତେରି ଗ୍ରାମରେ I ଶ୍ୱଶୁର ଘର ପରିବାର ଜ୍ଵାଇଁଘର ପରିବାରକୁ ଲୁହା ରଡ଼ରେ ବାଡେଇ ଲହୁଲୁହାଣ କରିଛନ୍ତି I କୌଣସି କାରଣରୁ ବେଣୁଧର ଓ ତାଙ୍କ ପତ୍ନୀଙ୍କ  ମଧ୍ୟରେ ଝଗଡା…

ନିଖୋଜ ନାବାଳିକାଙ୍କ ଶବ ଉଦ୍ଧାର : ହତ୍ୟା ସନ୍ଦେହ

ବରଗଡ- ବରଗଡ଼ ଜଗଦଲପୁର ଥାନା ର ଲଖନପୁର (ଖୁଟଲିଡ଼ିହି) ଗ୍ରାମ ରେ ଏକ ନାବାଳିକା ମୃତ ଦେହ ଏକ ପରିତ୍ୟକ୍ତ କୂଅରୁ ମିଳିଛି । ମୃତ ନାବାଳିକା ଜଣକ ଗତକାଲି ଠାରୁ ନିଖୋଜ ଥିଲେ ।ପରିବାର ଲୋକେ ବହୁତ ଖୋଜାଖୋଜି କଲାପରେ ମଧ୍ୟ ପାଇନଥିଲେ । ଆଜି ମଧ୍ୟାହ୍ନ ସମୟରେ ପରିବାର ଲୋକ ଏକ ପରିତ୍ୟକ୍ତ କୂଅ…

ମୁଁ ବି ରକ୍ତ ମାଂସ ଶରୀରଧାରୀ ମଣିଷ ,ମନ୍ତ୍ରୀ ନହେବା ମତେ କିଛି ସମୟ ପାଇଁ ଖରାପ ଲାଗିଲା : ଜୁଏଲ

Sundargarh/ Horachand Deuria   :  “ମୁଁ ଜାଣିଛି  ମୁଁ ମନ୍ତ୍ରୀ ହେଲିନି ବୋଲି ସେଥିପାଇଁ ଆପଣମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଟିକିଏ ମନଦୁଃଖ ଲାଗିଛି ।  ମୁ ମନ୍ତ୍ରୀ ନହେଲି ବୋଲି କାହିଁକି ମନ ଦୁଃଖ କରିବି ? ପ୍ରଥମ ଥର ଯେତେବେଳେ ମନ୍ତ୍ରୀ ହେଲି ମୋ ଠାରୁ କଣ ଯୋଗ୍ୟ କେହି ନଥିଲେ ? …

କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା ଉଦଯାପିତ

ନୂଆପଡା(ଅମିତ ପୁରୋହିତ); ନୂଆପଡା ଜିଲ୍ଲା ଖରିଆର ରୋଡ ସହରର ଟାଉନହଲ ଠାରେ ଏନ.ଏ.ସି ତରଫରୁ ୩ ଦିନିଆ କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ସମ୍ପର୍କିତ କର୍ମଶାଳା ଉଦ୍ୟାପିତ ହୋଇଯାଇଛି । ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ରନାଥ ମହାରଣା ଙ୍କ ଅଧ୍ୟକ୍ଷତାରେ ସ୍ଥାନିୟ ବିଧାୟକ…