ସନ୍ଦେହରେ ଡ୍ରେସ ଦୋକାନ ଅଗ୍ନିକାଣ୍ଡ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ସିନେମାହଲ ଛକରେ ଗୋଟିଏ ଡ୍ରେସ ଦୋକାନରେ ନିଆଁଲାଗି ଡ୍ରେସ ଗୁଡିକ ପୋଡି ଜଳି ନଷ୍ଟ ହୋଇଯାଇଥିବା ବେଳେ ଏ ସଂକ୍ରାନ୍ତରେ ଖବର ଲେଖାହେବା ପର୍ଯ୍ୟନ୍ତ ଡ୍ରେସ ଦୋକାନୀଙ୍କ ତରଫରୁ କୈାଣସି ଅଭିଯୋଗ ହୋଇନଥିବା ବେଳେ ଘରମାଲିକ ଏନେଇ ଥାନାରେ ଅଭିଯୋଗ…