ଲାଞ୍ଚୁଆ ପଞ୍ଚାୟତ ଏକ୍ସଟେନସନ ଅଧିକାରୀଙ୍କୁ ଜେଲ ଓ ଜୋରିମାନା

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ବେଣୁଧର ପାତ୍ର ଆଜି ଏକ ଭିଜିଲାନ୍ସ ଟ୍ରାପ କେଶ ନଂ ୩/୨୦୧୪ ମାମଲାର ବିଚାର କରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଭାଲୁବସା ଗ୍ରାମ ପଞ୍ଚାୟତର ଏକ୍ସଟେନସନ ଅଧିକାରୀ ତଥା ବେତନଟୀ ଥାନା କାଠପାଳ ଗ୍ରାମର ଧରମା…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଉଦି ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା:ଭାରତ-ସାଉଦି ସଂମ୍ପର୍କ ବୃଦ୍ଧି ପାଇଁ…

ନୂଆଦୀଲ୍ଲି/ଭୁବନେଶ୍ୱର, : ଭାରତ ଏବଂ ସାଉଦି ଆରବିଆ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସାଉଦି ଶକ୍ତି, ଶିଳ୍ପ ଏବଂ ଖଣିଜ ସଂପଦ ମନ୍ତ୍ରୀ ଡ଼. ଖାଲିଦ୍ ଅଲ୍-ଫେଲିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାଇଡେ଼୍ରାକାର୍ବନ କ୍ଷେତ୍ରରେ…

ଏନଟିପିସି ପକ୍ଷରୁ କିଶୋରୀ ସଶକ୍ତିକରଣ କର୍ମଶାଳା

ଭୁବନେଶ୍ୱର(ଶାସକ ପ୍ରଶାସକ): ତାଳଚେର କଣିହାସ୍ଥିତ ତାପଜ ବିଦ୍ୟୁତ  କେନ୍ଦ୍ର ଏବଂ ତାଳଚେର ବିଦ୍ୟୁତ କେନ୍ଦ୍ର ମିଳିତ ଭାବେ ଅନୁଗୁଳଠାରେ କନ୍ୟା ସଶକ୍ତିକରଣ ମିଶନ ନାମକ ଏକ ଚାରିଦିନିଆ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦୁଇଟି ତାପଜ ବିଦ୍ୟୁତ ତ୍କେନ୍ଦ୍ର ସେମାନଙ୍କର…

ବଦଳିଲେ 9 ଜିଲ୍ଲାପାଳ : ଲଲାଟେନ୍ଦୁଙ୍କୁ ବୌଦ, ମଧୁସ୍ମିତାଙ୍କୁ ନୂଆପଡା ଜିଲ୍ଲା ଦାୟିତ୍ୱ

 ଖୋର୍ଦ୍ଧା ଜିଲ୍ଲାପାଳ  ହେଲେ  ସୀତାଂଶୁ ରାଉତ ଭୁବନେଶ୍ୱର : ଆଜି ରାଜ୍ୟ ସରକାର ଜିଲ୍ଲାପାଳ ସ୍ତରରେ ବଡ  ଧରଣର ଅଦଳବଦଳ କରିଛନ୍ତି । ଏହି କ୍ରମରେ ବଦଲିଛନ୍ତି ରାଜ୍ୟ ୯ ଜିଲ୍ଲାରେ ଜିଲ୍ଲାପାଳ । ଏଥିନେଇ  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।…

ଶିଶୁ ମୃତଦେହକୁ ଝୁଣି ଖାଇଲା କୁକୁର।

ବଲାଙ୍ଗୀର/ନିରୋଜ ମିଶ୍ର  ବଲାଙ୍ଗିରରେ ପୁଣି ଶିଶୁ ମୃତଦେହକୁ ଝୁଣି ଖାଇଲା କୁକୁର। ଶୁକ୍ରବାର ବଲାଙ୍ଗିର ସହର ରାଧାରାଣିପଡାରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ଶିଶୁର ମୁଣ୍ଡକୁ ପାଟିରେ କାମୁଡି ଧରି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଘୁରି ବୁଲୁଥିଲା କୁକୁର। କେତେବେଳେ…

ସହିଦଙ୍କ ମର ଶରୀରରେ ଦଳୀୟ ପତାକା ପକାଇଥିବା କୁଜିନେତା ନିଲମ୍ବିତ

କ୍ଷୁବ୍ଧ ନବୀନ ନେଲେ ତ୍ୱରାନ୍ୱିତ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର  ସହିଦ ଅଜିତ ସାହୁଙ୍କ ମରଶରୀର ଉପରେ ଦଳୀୟ ପତାକା ରଖାଯାଇଥିବା ଘଟଣାର ବିଜୁ ଜନତା ଦଳ ତରଫରୁ ତର୍ଜମା କରାଯାଇଥିଲା ଏବଂ ତାହାକୁ ଭିତ୍ତିକରି କଟକ ଜିଲ୍ଲାର ବିଦୋନ କୁମାର ମାଝୀ, ସନ୍ତୋଷ କୁମାର ସାହୁ ଓ ଗୋବର୍ଦ୍ଧନ…

ଉତ୍ତର ଓଡ଼ିଶା ଜୋନରେ+୨କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ।

ପାଶର ହାର କଳାରେ ୬୭.୭୦, ବାଣିଜ୍ୟରେ ୬୫.୮୦ ଓ ଧନ୍ଦମୂଳକ ବିଭାଗରେ ୫୬.୦୧ ପ୍ରତିଶତ । ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷା ବର୍ଷ -୨୦୧୯ର +୨ କଳା ଓ ବାଣିଜ୍ୟ ପରୀକ୍ଷାର ଫଳ ଜୁନ ୨୧ ଅପରାହ୍ନ ୪ଟାରେ ପ୍ରକାଶ ପାଇଛି ।…

ପିଲାଏ କେମିତି ପଢିବେ ଆଉ କେମିତି ବଢିବେ !!!!

http://www.youtube.com/watch?v=A15ZY0m2m0A ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଛିନ୍ଦେଇକେଲା ଗ୍ରାମରେ ଠାରେ 1949 ମସିହାରେ ସ୍ଥାପନ ସ୍ଥାପିତ UGME ସ୍କୁଲ ର ଅବସ୍ଥା ବର୍ତମାନ ଅତି ଶୋଚନୀୟ । ପ୍ରଶାସନିକ ଅଧିକାରୀ ମାନଙ୍କର ଚରମ ଅବହେଳା ଓ ଅପାରଗତା ଯୋଗୁଁ ଆଜି ସ୍କୁଲର…

ନବୀନଙ୍କ ସୂଚନା : ପ୍ରଧାନମନ୍ତ୍ରୀ ଓ ସାହଙ୍କ ସହ ହୋଇଥିବା ଆଲୋଚନା ଅନୁଯାୟୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି କରିବ…

ଆଶା କରି ବସିଥିଲେ ତିନି ଡଜନ, ଆମର-ଅଶ୍ୱିନୀ-ସସ୍ମିତ ଯିବେ ଉଚ୍ଚ ସଦନ ଅଶ୍ୱିନୀ ବୈଷ୍ଣବ ବିଜେପି ଦ୍ୱାରା ପସନ୍ଦ ହୋଇଥିବା ବିଜେଡି ପ୍ରାର୍ଥୀ ! ଭୁବନେଶ୍ୱର: ତିନି ଆସନ ପାଇଁ ତିନି ଡଜନ ଆଶାୟୀ ଥିଲେ, ଅନେକ କୁଆଡେ ପ୍ରତିଶ୍ରୁତି ପାଇଥିଲେ | ଆଉ କେହି କେହି ରାଜ୍ୟ ସଭା ନପଠାଇଲେ ବିଜେପି…

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ନୂଆପଡା(ଅମିତ ପୁରୋହିତ); ସ୍ଥାନିୟ ଇନ୍ଡୋର  ଷ୍ଟାଡିୟମ ରେ ପତାଞଳି, ନେହେରୁ ଯୁବ କେନ୍ଦ୍ର, ଗୁରୁକୁଳ ଆଶ୍ରମ ଆମସେନା ଓ ହରିପୁର ଆଦି ସଂସ୍ଥା ମାନଙ୍କର ମିଳିତ ଆନୁକୁଲ୍ୟରେ ୫ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏଥିରେ ସ୍ଥାନିୟ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୁଖ୍ୟ…