ଟିପିସିଓଡିଏଲର ‘ବିଲ୍ ପେ ଆଣ୍ଡ୍ ୱିନ୍’ ସ୍କିମ୍’: ଭୁବନେଶ୍ୱରର ୯୦ ଜଣ ଉପଭୋକ୍ତା ପାଇଲେ ଆକର୍ଷଣୀୟ ପୁରସ୍କାର

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପକ୍ଷରୁ ଭୁବନେଶ୍ୱରରେ ‘ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍’ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ୱର ସର୍କଲ-୧ ର ୯୦…

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଖୋଲିବ କ୍ୟାମ୍ପସ ରେଡ଼ିଓ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ (JMC) ଦ୍ୱାରା ଆୟୋଜିତ ବାର୍ଷିକ ମିଡିଆ ଫେଷ୍ଟ, MediAntar 2026 ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଖୋଲିବ କ୍ୟାମ୍ପସ ରେଡ଼ିଓ। ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗ (JMC)…

ଯୋରନ୍ଦା ଫାଣ୍ଡି ଅଞ୍ଚଳରୁ ନିଖୋଜ ଦେବରାଜ ଠାବ, ବୃଦ୍ଧାଶ୍ରମରୁ ଆଣିଲେ ଝିଅ

ଓଡ଼ଗାଁ,୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ ଏନ୍ଏସି ରଘୁନାଥ ମନ୍ଦିର ପାଖ ଅଧିକାରୀ ସାହିର ନିଖୋଜ ଦେବରାଜ ଡାକୁଆଙ୍କୁ ଯୋରନ୍ଦା ଫାଣ୍ଡି ଅଞ୍ଚଳରୁ ଠାବ କରି ସେଠାରେ ଥିବା ଗୋଟିଏ ବୃଦ୍ଧାଶ୍ରମରେ ରଖାଯାଇଥିବା ବେଳେ ଖବର ପାଇ ଦେବରାଜଙ୍କ ଝିଅ ବାପାଙ୍କୁ…

ଓଡ଼ଗାଁ ବୈଦେହୀଶ ପାଠାଗାର ଦ୍ବାରା ଆୟୋଜିତ ୨ୟ ଭଲିବଲ ସ୍ମାସ ଟୁର୍ଣ୍ଣାମେଣ୍ଟ : ଇଟାମାଟି ଚମ୍ପିୟାନ

ଓଡ଼ଗାଁ,୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବୈଦେହୀଶ ପାଠାଗାର ଦ୍ବାରା ବୁଧବାର ଅନୁଷ୍ଠିତ ୨ୟ ଦିବାରାତ୍ରି ଭଲିବଲ ସ୍ମାସ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ବିଜୟ ହାସଲ କରି ଇଟାମାଟି ଭଲିବଲ ଖେଳାଳୀ ମାନେ ମୁଖ୍ୟ ଅତିଥିଙ୍କ ଠାରୁ ଚମ୍ପିୟାନ ଟ୍ରଫି…

ବଦଳି ନିର୍ଦ୍ଦେଶ କୁ ବେଖାତିର : ଅଧିକାରୀ ଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ

ଭବାନୀପାଟଣା/ରୋହିତ କୁମାର ନାଏକ(ଶାସକ ପ୍ରଶାସକ )ନର୍ଲା ବ୍ଲକ ଅନ୍ତର୍ଗତ ବେହେରପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମୋଟ ୫୧ ଜଣ ଛାତ୍ରଛାତ୍ରୀ ଙ୍କୁ ଅଧ୍ୟୟନ ପାଇଁ ଚାରିଜଣ ଶିକ୍ଷୟତ୍ରୀ ଓ ଜଣେ ମାତ୍ର ଶିକ୍ଷକ କାର୍ଯ୍ୟରତ ଅଛନ୍ତି କିନ୍ତୁ ଗତ ୮ ଜାନୁଆରୀ ୨୦୨୬ ରେ କନିଷ୍ଠ ଶିକ୍ଷୟତ୍ରୀ…

ପଦ୍ମପୁର ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ଜଙ୍ଗଲ ନିଆଁ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୨୬/୦୨):- ପଦ୍ମପୁର ବନାଞ୍ଚଳ ତରଫରୁ ଜଙ୍ଗଲ ନିଆଁ ନିରାକରଣ ପାଇଁ ସଚେତନତା ରଥ ମାଧ୍ୟମରେ ସଚେତନ କରାଯାଉଛି। ଆଜି ଜଗଦଲପୁର ସେକ୍ସନ ଅନ୍ତର୍ଗତ ସାନକଞ୍ଜାରି ଗ୍ରାମରେ ପାଲା ମାଧ୍ୟମରେ ସଚେତନ କରାଯାଇଥିଲା। ତାରାକାନ୍ତ ଛତର ଓ ତାଙ୍କ ସହଯୋଗୀ ଙ୍କ ଦ୍ଵାରା…

୨୦୨୭ ଜନଗଣନା ପାଇଁ ଜିଲ୍ଲାସ୍ତରରେ ଦୁଇ ଦିନ ତାଲିମ୍ ଶିବିର ଅନୁଷ୍ଠିତ

ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଜନଗଣନା କାର୍ଯ୍ୟ ଆରମ୍ଭ ହେବ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ…

ବାଲି ତସ୍କରି ଉପରେ ରୋକ୍ ଲଗାଇବାରେ ସରକାର ବିଫଳ ରାଜସ୍ବ ମନ୍ତ୍ରୀ ଙ୍କ କଥା କୁ ଫୁ: କଥା ମାନୁ ନା‌ହାନ୍ତି ସରକାରୀ…

ମୟୁରଭଂଜ ଜିଲ୍ଲାର ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ସାରସକଣା ମୟୁରଭଂଜ ଜିଲ୍ଲାର ତିନି ରାଜ୍ୟର ସୀମାନ୍ତ ଅଞ୍ଚଳ ଜାମଶୋଳା ଠାରେ ଦିନକୁ ଦିନ ବଢ଼ି ଚାଲିଛି ବାଲି ଚୋରି । ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ଵ ହାନି ହେଉଛି । ଟେର ପାଉନାହିଁ ବିଭାଗ। ମାଫିଆ ମାନେ ପ୍ରତ୍ୟେକ ଦିନ  ରାତିରେ…

ସିଂହାସନରେ ବିଜେ କଲେ ମାଆ ଶ୍ୟାମାକାଳୀ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗ୍ରାମରେ ମାଆ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଗତ ୨୦ ତାରିଖରୁ ୪୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ,ଗୋ ଯଜ୍ଞ, ଘୃତ ଯଜ୍ଞ,ପଞ୍ଚ କୁଣ୍ଡିୟ ମହା ଯଜ୍ଞ ଅନୁଷ୍ଠିତ ହେଉଛି I ଏହି ଅବସରରେ ଗ୍ରାମରେ ମୀନା…

୨୦୨୭ ଜନଗଣନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଦିନିଆ ତାଲିମ ଶିବିର ଅନୁଷ୍ଠିତ

କଟକ, ତା ୨୬.୦୨.୨୦୨୬ ରିଖ – ୨୦୨୭ ମସିହାରେ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୨ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ…