ସମସ୍ତଙ୍କୁ ଆତ୍ମିୟତା ପୁର୍ଣ ବକ୍ତବ୍ୟରେ ଇମୋସନାଲ କରିଦେଲେ ଜିଲ୍ଲାପାଳ
ମୋ ଘର ଆଗରେ ଥିବା ସ୍କୁଲ ନିକଟରେ ପ୍ରଚୁର ମଦ ବେପାର ହେଉଛି : ଜିଲ୍ଲାପାଳ
ଜଗତସିଂହପୁର(ରମେଶ ମହାନ୍ତି)- "ଆମେ ସମସ୍ତେ ଗୋଟିଏ ଜିଲ୍ଲାବାସୀ । ମୋର ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଶଙ୍ଖେଶ୍ୱର ଗ୍ରାମରେ ।ମୁଁ ତିନି ଦିନ ହେଲା ମୋ ଗ୍ରାମରେ ଥିଲି ସେଠାରେ ତିନିଦିନ ଯାକ ଲାଇନି…