ଉତ୍କଳ ହେଉଛି ସୃଜନ ଓ ଶାଶ୍ୱତର ଉର୍ବର ଭୂମି, ଭାବର ଭୂଗୋଳ – ରାଜ୍ୟପାଳ
ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ-ରାଜ୍ୟପାଳ ଟ୍ରଫି, ୨୦୧୭-୧୮ ଅନୁଷ୍ଠିତ
ଭୁବନେଶ୍ୱର,(ଶାସକ ପ୍ରଶାସକ): ଆମ ରାଜ୍ୟରେ ସୃଜନର ପରମ୍ପରା ଖୁବ୍ ସମୃଦ୍ଧା ଏଠାରେ ସୃଜନର ଅବାରିତ ଧାରା ପ୍ରବାହିତା ସୃଜନର ସଫଳ ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ଆବଶ୍ୟକ ଏବଂ ସେ ପରିବେଶ ଓଡ଼ିଶାରେ ଅଛି…