ଗଜପତି ରକ୍ତଦାତା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଦାନ କେନ୍ଦ୍ର ଠାରେ ଗଜପତି ରକ୍ତଦାତା ସଂଗଠନ ତରଫରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ମୁଖ୍ୟ ନବୀନ କୁମାର ଓ ସଦସ୍ୟମାନଙ୍କ ଦ୍ୱାରା ଅନୁଷ୍ଠିତ ଏହି…

୭୦ତମ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଶୁଭାରମ୍ଭ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ବି.ସିତାପୁର ଗ୍ରାମସ୍ଥିତ ଗୋପିନାଥ ଗଜପତି ଉଚ୍ଚ ବିଦ୍ୟାଳୟ ପରିସରରେ ବନବିଭାଗର ଦେବଗିରି ରେଞ୍ଜ ପକ୍ଷରୁ ୭୦ତମ ବନମୋହତ୍ସବ ସପ୍ତାହ ପାଳନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।   …

ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ବୈଠକ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଆରଏମସି କାର୍ଯ୍ୟାଳୟ ପରିସରରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ , ଗଜପତି ଶାଖା ଏକ ଜିଲ୍ଲା ସ୍ତରୀୟ ବୈଠକ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଅକ୍ଷୟ ତ୍ରିପାଠୀ,…

ଗଜପତି ଜିଲ୍ଲାପାଳଙ୍କ ଦ୍ୱାରା ନୂତନ ସଭାଗୃହ ଉଦ୍‍ଘାଟିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତୃତୀୟ ମହଲାରେ ଏକ ସଭାଗୃହକୁ ଜିଲ୍ଲାପାଳ ଅନୁପମ ସାହା ଆଜି ସକାଳେ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ । ଏହି ସଭାଗୃହରେ ପ୍ରାୟ ୧୫୦ରୁ ଅଧିକ ଅଂଶଗ୍ରହଣ କାରୀ ବସିବାର ବ୍ୟବସ୍ଥା ରହିଛି । ଏହି ଉଦ୍‍ଘାଟନୀ…

ସାମ୍ବାଦିକ ଗୌରବ ଶିତିକଣ୍ଠ ପାଟଯୋଶୀଙ୍କର ସ୍ମୃତିରେ ବୃକ୍ଷ ରୋପଣ

ବରଗଡ / ପାଇକମାଲ :- ସାମ୍ବାଦିକ ଗୌରବ ଶିତିକଣ୍ଠ ପଟ୍ଟାଯୋଶୀ ଙ୍କର ଆଜି ଦ୍ଵିତୀୟ ପୁଣ୍ୟତିଥୀ । ଏହି ଉପଲକ୍ଷେ ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଅଞ୍ଚଳର ସାମ୍ବାଦିକ ବନ୍ଧୁ, ପ୍ରଶାସନିକ ଅଧିକାରୀ , ସ୍ବେଛାସେବୀ  ଓ ନୃସିଂହନାଥ ବଣିକ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ସ୍ମୃତି…

ଅବସର ପ୍ରାପ୍ତ ସହକାରୀ ବନ ସଂରକ୍ଷକଙ୍କୁ ନିଳାଦ୍ରୀର ସମ୍ବର୍ଦ୍ଧନା

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନିଳାଦ୍ରୀ ପକ୍ଷରୁ ଜଙ୍ଗଲ ବିଭାଗର ଅବସର ପ୍ରାପ୍ତ ସହକାରୀ ବନ ସଂରକ୍ଷକ ପଦ୍ମନାଭ ରାଉତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ରବିବାର ସନ୍ଧ୍ୟାରେ ପିଏଚଡି ସ୍ଥିତ ନିଳାଦ୍ରୀ କାର୍ଯ୍ୟାଳୟରେ ଏହି ଅବସରରେ ଏକ ସଭା…

ନୂଆପଡ଼ା ଜିଲ୍ଲାରେ ଧାନ ବିହନ ଅଭାବ,ଚିନ୍ତାରେ ଚାଷୀ

ଦରକାର ୧୬,୮୭୮ କ୍ୱିଣ୍ଟାଲ, ଆସିଛି ୯,୭୯୫ କ୍ୱିଣ୍ଟାଲ ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲାରେ ଧାନ ମଂଜିର ଅଭାବି ବିକ୍ରି ଦେଖା ଦେଇଛି । ଚାଷୀଙ୍କୁ ସମସ୍ତ କିଶମର ଧାନ ମଂଜି ମିଳିପାରୁନାହିଁ । ଏବେ ଜିଲ୍ଲାକୁ ୧୬,୮୭୮ କ୍ୱିଣ୍ଟାଲ ଧାନ ମଂଜିର ଆବଶ୍ୟକତା ରହିଥିବା ବେଳେ ଏଯାଏଁ…

ଉତ୍କଳ ସମ୍ମିଳନୀର ୬ଷ୍ଠ ରାଜ୍ୟକାର୍ଯ୍ୟକାରିଣୀ ବୈଠକ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଉତ୍କଳ ସମ୍ମିଳନୀର ୬ଷ୍ଠ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ଗଜପତି ଜିଲ୍ଲା ସଭାପତି ଗୌରଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜତି କାର୍ଯ୍ୟକ୍ରମରେ …

ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୬ ଜୟନ୍ତୀ ଉତ୍ସବ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳହିତୈଷିଣୀ ସମାଜ ର ସଭାକକ୍ଷ ଠାରେ ପାରଳାଖେମୁଣ୍ଡି ମାଟିର ତାଳଜୟୀ ତଥା ରୀତିଯୁଗୀୟ ଶ୍ରେଷ୍ଠ କବି କଳହଂସ ବସନ୍ତ କୋକିଳ ଭକ୍ତ କବି ଗୋପାଳକୃଷ୍ଣଙ୍କ ୨୩୬ତମ ଜୟନ୍ତୀ ଉତ୍ସବ ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ…

ପାରଳାଖେମୁଣ୍ଡି ଠାରେ ଶିଶୁମିତ୍ର ଅଦାଲତ ଉଦ୍‍ଘାଟିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ପାରଳାଖେମୁଣ୍ଡି କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଶିଶୁ ନ୍ୟାୟଳୟ ଉଦ୍‍ଘାଟିତ ହୋଇଯାଇଛି । ଏହି ଶିଶୁ ମିତ୍ର ନ୍ୟାୟଳୟକୁ ଗଜପତି ଜିଲ୍ଲା ଦ୍ୱାରା ଜର୍ଜ ବିଶ୍ୱଜିତ ଦାସଉଦ୍‍ଘାଟନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ…