ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ବ୍ଲକ କୁକୁଡାବାହାଳୀ ସନ୍ଥକବି ଭୀମଭୋଇ ଉଚ୍ଚ ବିଦ୍ୟାଳୟ ର ପରିସରରେ ଯଶୋବନ୍ତ ସାହୁଙ୍କ ନେତ୍ରୁତ୍ବରେ ଏକ ବନ୍ଧୁ ମିଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ୨୦୧୦ ମସିହାର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଭା ଆରମ୍ଭ କରାଯାଇଥିଲା I ଆସନ୍ତା ଡିସେମ୍ବର ମାସ ୨୨ତାରିଖରେ ସର୍ବସମ୍ମତି କ୍ରମେ ଏକ ବନ୍ଧୁ ମିଳନ କରିବାପାଇଁ ନିସ୍ପତି ନିଆଯାଇଥିଲା I ଉପସ୍ଥିତ ସ୍କୁଲର ପ୍ରଧାନ ଶିକ୍ଷକ ମହୋଦୟ ଏବଂ ତାଙ୍କର ସହ କର୍ମୀ ଉପସ୍ଥିତ ରେ ଓ ଛାତ୍ରଛାତ୍ରୀ ଙ୍କ ସହଯୋଗରେ ସଭା କାର୍ଯ୍ୟରେ ଅଂଶ ଗ୍ରହଣ କରିବା ପାଇଁ ନିସ୍ପତି ନିଆଗଲା I ଏଥିରେ ସ୍କୁଲର ପ୍ରଧାନ ଶକ୍ଷକ ଅଶୋକ କୁମାର ପ୍ରଧାନ, ଅନ୍ତର୍ଜ୍ୟାମି ପ୍ରଧାନ,ସଶି କାନ୍ତ ସାହୁ, ଦିଲ୍ଲିପ ରଣା,ସୁଧାକର ପ୍ରଧାନ, ଶ୍ରୀବତ୍ସ ପ୍ରଧାନ, ଜୀବନା ନନ୍ଦ ପ୍ରଧାନ,ଗଣ୍ଡାଲାଲ ପ୍ରଧାନ, ଲୋକ ନାଥ ସାହୁ,ଇଶ୍ବର ପ୍ରଧାନ,ଭୋଳେଶ୍ବର ପ୍ରଧାନ ଙ୍କ ସଂଙ୍ଗେ ୨୦୧୦ ମସିହାର ଛାତ୍ରଛାତ୍ରୀ ଝସକେତନ ପ୍ରଧାନ, ଜୟାନନ୍ଦ ପ୍ରଧାନ, ବିଶ୍ବମ୍ବର ପ୍ରଧାନ,ବୁଲୁ ସାହୁ ,ନରେନ୍ଦ୍ର ବାରିକ,ଲକ୍ଷିନ୍ଦ୍ର ପ୍ରଧାନ , ଦୁଃଶାସନ ସାହୁ, ଅରୁପା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.