ନିଆଁଲାଗି ୮ବଖରା ଘରପୋଡି : ୨ବଳଦ ଜୀବନ୍ତ ଦଗ୍ଧ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ଓଡଗାଁ ବ୍ଲକ ଗୋଡିପଡା ଅନ୍ତର୍ଗତ ହରିଡାବାଡି ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରୀରେ ନିଆଁଲାଗି ୪ଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯିବା ସହିତ ୨ଟି ବଳଦ ଜୀବନ୍ତ ପୋଡି ମୃତ୍ୟୁବରଣ କରିଛନ୍ତି । ସୁଚନା ଅନୁସାରେ ଗତକାଲି ରାତି ୧.୩୦ ମିନିଟ ସମୟରେ…

ସରକାରଙ୍କ ଧାନ କିଣା ନିର୍ଦ୍ଧାରିତ ସମୟ ପୁରିଲା ,ବକେୟା ଧାନ ସଂଗ୍ରହ ଦାବୀ

 ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ  ସମ୍ମୁଖରେ ଚାଷୀଙ୍କ ଧାରଣା     ନୂଆପଡ଼ା,(ଅମିତ ପୁରୋହିତ) : ଜିଲ୍ଲାରେ ଖରିପ ଧାନ ସଂଗ୍ରହର ବନ୍ଦ ହୋଇଗଲା । ଏବେ ବି ଜିଲ୍ଲାର ଅନେକ ମଣ୍ଡି ଓ ଘରେ  ହଜାର ହଜାର ବସ୍ତା ପଡି ରହିଛି । ଏଭଳି ସ୍ଥିତିରେ ଆଜି ଶତାଧିକ ଚାଷୀ ଜିଲ୍ଲାପାଳଙ୍କୁ…

ଏନସିସି ଶିକ୍ଷକଙ୍କ ଘରେ ଭିଜିଲାନ୍ସର ଲେଫ୍ଟ-ରାଇଟ

ପଦ୍ମପୁର/ ନିଳାମ୍ବର ଦୀପ : ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲର ଜୁନିଅର ଏନସିସି ଅଫିସର ମୋହନ ବନଛୋରଙ୍କ ଘରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛନ୍ତି ।ବରଗଡ଼ ଭିଜିଲାନ୍ସ ଡିଏସପି ବିରେନ୍ଦ୍ର କୁମାର ନାୟକଙ୍କ ନେତୄତ୍ବରେ ଏକ ଟିମ ଶ୍ରୀ ବନଛୋରଙ୍କ…

ଚାଟାର୍ଡ ଆକାଉଣ୍ଟାଣ୍ଟ ଦିବସ ପାଳିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ଭାରତ ବର୍ଷରେ ଜୁଲାଇ ପହିଲାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ  ଦିବସ ଭାବେ ପାଳନ କରାଯାଇଥିବା ଅବସରରେ ବାରିପଦା ଲାୟନ୍ସ କ୍ଲବ ପରିସରରେ ଚାଟାର୍ଡ ଆକାଉଣ୍ଟାଣ୍ଟ ସୁଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଦିବସ ଧୁମଧାମ ସହକାରେ ପାଳିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ…

୭୦ ତମ ବନ ମହୋତ୍ସବ ପାଳିତ

         ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ୭୦ ତମ ବନ ମହୋତ୍ସବ  ସପ୍ତାହ ପାଳନର ପ୍ରଥମ ଦିବସରେ ଓଡଗାଁ ବନାଂଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଆଜି ଚାରାରୋପଣ ସହିତ କାର୍ଯ୍ୟାଳୟ ସାମ୍ନାରେ ଚାରା ବିକ୍ରୟ ମାଧ୍ୟମରେ ଜନସାଧାରଣଙ୍କ ସଚେତନତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଗୟଳସିଂହ ସଂରକ୍ଷିତ…

ଓଡଗାଁ ବ୍ଲକ : ବନ୍ଦ ହେବ ମଇଁଷିଗୋଠପଲ୍ଲୀ ସ୍କୁଲ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ୧୦ରୁ କମ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ବନ୍ଦ କରିଦିଆଯିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ନୂଆ ଶିକ୍ଷାନିତୀ ନୀତି ଅନୁଯାୟୀ ନିର୍ଦ୍ଦେଶନାମା ଜାରି ହେବା ପରେ ପ୍ରକ୍ରୀୟା ଆରମ୍ଭ ହୋଇଛି । ସେହି ଅନୁସାରେ ନୟାଗଡ ଜିଲ୍ଲା ଓଡଗାଁ…

ମନ୍ତ୍ରୀଙ୍କ ଏମଏଲଏ କଲୋନୀ ବେଡ଼ ରୁମ ପହଂଚି ଗଲା ବିଧାନ ସଭାରେ !!!!

ଟାର୍ଗେଟରେ ସୁଶାନ୍ତ, କି ମିଛ ଗପ ......ମୂଳରୁ ମାଈପ ନାହିଁ ପୁଅ ନା ଗୋପାଳିଆ ବରଗଡ (ଗୌରାଙ୍ଗ ଚରଣ ଦାସ ):-  ପୋଖରୀରୁ ନଗଦ ନଗଦ ଧରାହୋଇ ଆସି ଫକ ଫକ ଡେଉଁଥିବା  ମାଛରେ ବି ପୋକ ପକାଇବାକୁ ଯଦି କହିବ ତେବେ କିଛି ଲୋକ ଅଛନ୍ତି ଯେଉଁମାନେ କି ସେଥିରେ ସିଦ୍ଧହସ୍ତ । ସେମାନଙ୍କ ଆଖିରେ ବୋଧ…

ଉଠବସ କଲେ ଜେଲ ଦଣ୍ଡ, ହେଲେ ଜୀବନରେ ମାରିଦେବାକୁ ଧମକ ଦେଲେ ମାଫ୍ !!!!

ବଲାଙ୍ଗିର (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବହୁଚର୍ଚ୍ଚିତ ପୂର୍ତ୍ତ ବିଭାଗ କନିଷ୍ଛ ଯନ୍ତ୍ରୀଙ୍କୁ ଜାତିଆଣା ଆକ୍ଷେପ କରି ସର୍ବସାଧାରଣରେ ଉଠବସ କରିବା ଘଟଣାରେ ପାଟଣାଗଡ ବିଧାୟକଙ୍କୁ ପୁଲିସ ଜେଲ ପଠାଇଛି | କିନ୍ତୁ ଦେ ଦେଓଗାଁ ବ୍ଲକ ଫଟାମୁଣ୍ଡା ଗ୍ରାମର ସୂଚନା ଅଧିକାର…

ଅବସର ଜୀବନକୁ ଅଧିକ ଅର୍ଥ ପୂର୍ଣ୍ଣ ଓ ମୂଲ୍ୟବାନ କରନ୍ତୁ: ନିର୍ଦ୍ଦେଶକ

ସୂଚନା ଓ ଲୋକସଂପର୍କବିଭାଗରେ ଅବସରକାଳୀନ ସଭା ଭୁବନେଶ୍ୱର,(ଶାସକ ପ୍ରଶାସକ)  ଚାକିରି ଜୀବନର ଅଭିଜ୍ଞତା, ଅନୁଭବ ଓ ସଂପର୍କକୁ ଆଧାର କରି ଅବସର ଜୀବନକୁ ଅଧିକ ଅର୍ଥପୂର୍ଣ୍ଣ କରିବା ପାଇଁବିଭାଗର ଅବସର ପ୍ରାପ୍ତ ଅଧିକାରୀ  ଓ କର୍ମଚାରୀମାନେ ଖସଡ଼ା ପ୍ରସ୍ତୁତ କରିବାକୁ ସୂଚନା ଓ ଲୋକସଂପର୍କ…

“ଭାରତୀୟ ଡ଼ାକ ସେବା ଏବେ ସାଧାରଣ ଲୋକଙ୍କ ହାତମୁଠାରେ”

ବାରିପଦା(ଦିଲୀପ ମହାନ୍ତି )- ଭାରତ ସରକାରଙ୍କ ଡ଼ାକ ବିଭାଗର ବିଭିନ୍ନ କାର୍ଯ୍ୟ ଡ଼ିଜିଟାଲ ବ୍ୟବସ୍ଥା ଅନ୍ତର୍ଭୁକ୍ତ ହେବା ଦ୍ୱାରା  ଭାରତୀୟ ଡ଼ାକ ସେବା ଏବେ ସାଧାରଣ ଜନତାଙ୍କ ହାତମୁଠା ପରିସରକୁ ଆସିପାରିଛି ବୋଲି ମୟୂରଭଞ୍ଜ ଡ଼ାକ ଅଧିକ୍ଷକ ପ୍ରଭାତ ବାନାର୍ଜୀ ଡ଼ିଜିଟାଲ ଇଣ୍ଡିଆ ସପ୍ତାହ…