ଶପଥ ନେଲେ ଅମର ଓ ସସ୍ମିତ

ନୂଆଦିଲ୍ଲୀ/ ଶାସକ ପ୍ରଶାସକ ବ୍ୟୁରୋ : ଓଡିଶାରୁ ରାଜ୍ୟସଭାକୁ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ରାଜ୍ୟସଭାରେ ସାଂସଦଭାବେ ଶପଥ ନେଇଛନ୍ତି | ରାଜ୍ୟସଭାର ଅଧ୍ୟକ୍ଷ ଉପରାଷ୍ଟ୍ରପତି ଏମ ଭେଙ୍କିଆ ନାଇଡୁ  ଅମର ଓ ସସ୍ମିତଙ୍କୁ…

ମମତାଙ୍କ ଉଦ୍ୟମକୁ ଝଟକା , କେନ୍ଦ୍ର କହିଲା ” ନା “

କୋଲକାତା: କେନ୍ଦ୍ରର ବିଜେପି ସରକାରଙ୍କ ସହ ଟକରାଟକରୀ ସ୍ଥିତିରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଲାଗିଛି ଝଟକା | ପଶ୍ଚିମବଂଗର ନାମ ପରିବର୍ତ୍ତନ କରି ଏହାକୁ ବାଂଲା କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ପ୍ରସ୍ତାବକୁ ବ୍ରେକ ଲଗାଇ ଦେଇଛନ୍ତି କେନ୍ଦ୍ର ସରକାର।…

ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଯାନବାହାନ ଚଳାଚଳ ଉପରେ କଟକଣା ଓ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା

ବାରିପଦା(ଦିଲ୍ଲୀପ ମହାନ୍ତି)-    ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ରଥଯାତ୍ରା ସମୟରେ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଥିବାରୁ ସହର ମଧ୍ୟରେ ଯାନବାହାନ ଚଳାଚଳ ଉପରେ ପୋଲିସ ପ୍ରଶାସନ ପକ୍ଷରୁ କଟକଣାମାନ ଲାଗୁ କରାଯାଇଛି ଏବଂ ଉକ୍ତ କଟକଣା ଜୁଲାଇ ୪ ପୂର୍ବାହ୍ନ ୬ଠାରୁ ଜୁଲାଇ ୧୪…

ଯୁବକ ସଂଘଗୁଡିକୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ

ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ଜିଲ୍ଲାରେ ଥିବା ଯୁବକ ସଂଘଗୁଡିକୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି । ଜିଲ୍ଲାରେ ରହିଥିବା ପଞ୍ଜିକୃତ ଯୁବକ ସଂଘ ୨୦୧୯ ଜୁଲାଇ ୩୧ ସୁଦ୍ଧା ଜିଲ୍ଲା ଗୋଷ୍ଠୀ  ଉନ୍ନୟନ…

15 ଦିନରେ ସାପ କାମୁଡାରେ ଗଲାଣି 7 ଜୀବନ

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କଲେ ସମାଜସେବୀ ସୁନ୍ଦରଗଡ଼/ ହୋରଚାନ୍ଦ ଦେଉରିଆ - ବିଗତ 15 ଦିନ ମଧ୍ୟରେ ସାପ କାମୁଡାର ଶିକାର ହୋଇ ଜିଲାରେ 7 ଜଣଙ୍କ ଜୀବନ ଗଲାଣି। ଏଥିରେ ଜଣେ ନାବାଳକ ଓ ଜଣେ ନାବାଳିକାଙ୍କ ମଧ୍ୟ ଜୀବନ ଯାଇଛି। ଏଭଳି ଧନ ଜୀବନ ହାନି ଜିଲ୍ଲା ବାସୀଙ୍କ…

ଚାରିଛକ ରେ ୭୦ତମ ବନ ମହୋତ୍ସବ

ବୌଦ୍ଧ (ସୁମନ୍ ଲଉରିଆ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଚାରିଛକ ହାଇସ୍ଲୁଲ୍ ଠାରେ ସାମୁହିକ ଭାବେ  ସତୁରିତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେମୁଖ୍ୟ ଅତିଥି  ଭାବେ ବୌଦ୍ଧଜିଲ୍ଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠି,ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ରୁପେ ହରଭଙ୍ଗାବ୍ଲକ ଶିକ୍ଷା ଅଧିକାରୀ…

ପୁରୁଣାକଟକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ବୌଦ୍ଧ ଡିଷ୍ଟିଲାରି ତରଫରୁ ଶୁଦ୍ଧ ପାନିୟଜଳ ଯୋଗାଣ

ବୌଦ୍ଧ (ସୁମନ ଲଉରିଆ) ବୌଦ୍ଧଜିଲ୍ଲା ପୁରୁଣାକଟକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗିଙ୍କ ସୁବିଧା ଦୃଷ୍ଟିରୁ ଶୁଦ୍ଧ ପାନିୟ ଜଳ ଯୋଗାଇ ଦେବା ଲକ୍ଷରେ ଘଣ୍ଟା ପ୍ରତି ୧୨୦ ଲିଟର ଶୁଦ୍ଧ ପାଣି ଯୋଗାଇ ପାରୁଥିବା ଏକ ଓ୍ବାଟର ପି୍ୟରିଫାୟର  ବୁଧବାର ଦିନ ବୌଦ୍ଧ ଡିଷ୍ଟିଲାରି ତରଫରୁ ବି,ଡି,ପିଏଲ୍…

ଡ୍ରେନେଜ ବ୍ୟବସ୍ଥା ନାହିଁ, ରାସ୍ତାରେ ଭାସୁଛି ଅସନା ପାଣି

ସମସ୍ୟା ସମାଧାନ ପାଇଁ ଉପ ଜିଲ୍ଲାପାଳଙ୍କୁ ଭେଟିଲେ ଅଞ୍ଚଳବାସୀ  !!! ଗୁଣପୁରରୁ ସିଦ୍ଧାର୍ଥ ଦାଶ !!!  - ଗୁଣପୁର ପୌର ପରିଷଦର ୯  ନଂ ୱାର୍ଡ ଅଧିନସ୍ଥ  ଜଗନ୍ନାଥ କଲୋନୀ ତଥା ଜଗନ୍ନାଥ ପବ୍ଲିକ ସ୍କୁଲ ନିକଟ ତଳ ସାହି ଅଧିବାସୀ  ଉପ ଜିଲ୍ଲାପାଳ ଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର…

ନୂଆ ପୁରୁଣା ବିଧାୟକବଙ୍କୁ ନବୀନଙ୍କ ଟିଚିଙ୍ଗ : ସୋ ବାଜି ନକରି ନମ୍ର ହୁଅ : ବଡଦାମି ଗାଡି ଚଢିବନି କି ମୋଟା ସୁନା…

ପ୍ରଥମଥର ନିର୍ବାଚିତ ହୋଇଥିବା ବିଜେଡି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦୁର୍ନୀତି ଠାରୁ ଦୂରେଇ ରହି ସରଳ ଓ ନମ୍ର ହୁଅ ଦଳୀୟ ରାଜନୀତିରୁ ଊଦ୍ଧ୍ୱର୍କୁ ଯାଇ ଲୋକଙ୍କ ସେବାକର୨୦୦୦ ମସିହାର ନିଜ ଅନୁଭୂତିର ଉଦାହରଣ ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ‘ଜମା ମୋଟା ସୁନା ହାର…

ବ୍ୟାଙ୍କ ସମୁହ ଜିଲ୍ଲା ପରାମର୍ଶ ଦାତା କମିଟି ସହ ଜିଲ୍ଲା ସମୀକ୍ଷା ବୈଠକ

  ଜଗତସିଂହପୁର(ରମେଶ ମହାନ୍ତି)- ଜଗତସିଂହପୁର ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ବ୍ୟାଙ୍କ ସମୂହ ଜିଲ୍ଲା ପରାମର୍ଶ ଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପତ୍ର ଅଧ୍ୟକ୍ଷତା କରି…