ରେଳ ବଜେଟରେ ମୟୂରଭଞ୍ଜକୁ ଅଣଦେଖା- କ୍ଷୋଭ ପ୍ରକାଶ କଲେ ସରୋଜିନୀ
ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ରୀୟ ରେଳ ବଜେଟରେ ମୟୂରଭଞ୍ଜ ଜିଲ୍ଲାକୁ କ୍ରମାଗତ ଅବହେଳା ପ୍ରଦର୍ଶନ କରାଯାଇଆସୁଛି । ଜିଲ୍ଲାରେ ନୂତନ ରେଳପଥର ବିକାଶ ଓ ସମ୍ପ୍ରସାରଣ ସହ ନୂତନ ଟ୍ରେନ ଚଳାଚଳ ଆଦି ବିଭିନ୍ନ ଦାବିକୁ ନେଇ ମୟୂରଭଞ୍ଜବାସୀ ଆନେ୍ଦାଳନ କରିଆସୁଥିଲେ ମଧ୍ୟ ରେଳ ବଜେଟରେ…