ବୈଜୟନ୍ତ କଲେ ସାଇ ମନ୍ଦିର ଉଦ୍ଘାଟନ , ଗାୟତ୍ରୀ ମହାଯଜ୍ଞରେ ସାମିଲ ହେଲେ
ନୂଆପଡ଼ା(ଅମିତ ପୁରୋହିତ): ଭାଜପା ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦିନିକିଆ ନୂଆପଡ଼ା ଗ୍ରସ୍ତରେ ଆସିଥିଲେ । ସଦର ବ୍ଲକ ବଲୋଦା ଛକ ସ୍ଥିତ ସିରିଡି ସାଇବାବା ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଖରିଆରରୋଡ ସ୍ଥିତ ଗାୟତ୍ରୀ ୧୦୮ କୁଣ୍ଡିୟ ମହାଯଜ୍ଞ ସମାରୋହରେ ଯୋଗ ଦେଇଥିଲେ ଶ୍ରୀ ପଣ୍ଡା ।…