କୁଣ୍ଡାଖାଇ ବ୍ୟାଙ୍କରେ ର୍ଦୁବ୍ୟବହାର ଅଭିଯୋଗ; କ୍ଷେତ୍ର ପରିଚାଳକଙ୍କଠାରେ ଅଭିଯୋଗ କଲେ ଅସନ୍ତୁଷ୍ଟ ଉପଭୋକ୍ତା
ମେଲଛାମୁଣ୍ଡା,(ମନୋଜ ଭୋଇ) ବର୍ତମାନ ସରକାର ଜନସାଧାରଣଙ୍କୁ କିପରି ସହଜରେ ଏବଂ ସୁବିଧାରେ ବ୍ୟାଙ୍କ ସେବା ମିଳିପାରିବ ସେଥିପ୍ରତି ବିଶେଷ ଭାବେ ଯତ୍ନବାନ ରହିଛନ୍ତି । ଉପଭୋକ୍ତା ମାନଙ୍କୁ ବ୍ୟାଙ୍କ ପ୍ରତି ଆକୃଷ୍ଟ କରିବା ପାଇଁ ବ୍ୟାଙ୍କ ସେବାକୁ ସରଳିକରଣ…