ପୁଣି ଲଜ୍ଜ୍ୟା : ମୟୁରଭଞ୍ଜ ପୁଣି ଚର୍ଚ୍ଚାରେ

0 2

ବାରିପଦା/ ଦିଲ୍ଲୀପ ମହାନ୍ତି : ପୁଣି ଘଟିଲା ମୟୁରଭଞ୍ଜ ରେ ଏକ ଲଜ୍ୟାଯନକ ଘଟଣା । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଥମିବାରେ ନାମ ନେଉନାହିଁ ଦୁଷ୍କର୍ମ ଜନିତ ଘଟଣା।ତେବେ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ ଘଟିଛି ଅଭାବନିୟ ଘଟଣା ।ଜଣେ ନାବାଳିକାକୁ ଦୂଷ୍କର୍ମ ଅଭିଯୋଗରେ ଜଣେ ଅଟକ ।ତେବେ ଅଭିଯୁକ୍ତ ଜଣକ ମଧ୍ୟ ନାବାଳକ ହୋଇଥିବାର ସୂଚନା ମିଳୁଛି। ଏହାକୁ ନେଇ jhardpokhoria ଥାନାରେ  ୧୫୩/୧୯ ମାମଲା ରୁଜୁ କରି ତଦନ୍ତ ଯାରି ରହିଛି .

Leave A Reply

Your email address will not be published.