ପନ୍ତିଖାରୀ ସିଦ୍ଧେଶ୍ଵରୀଙ୍କ ପୀଠରେ ଶକ୍ତି ଯଜ୍ଞ ଅନୁଷ୍ଠିତ

ଓଡ଼ଗାଁ,୨୭।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ପଞ୍ଚାୟତ ପନ୍ତିଖାରୀ ଶାସନ ଗ୍ରାମରେ ଅବସ୍ଥିତ ସିଦ୍ଧେଶ୍ବରୀଙ୍କ ପୀଠରେ ଏକଦିବସୀୟ ବିଶ୍ବ ଶାନ୍ତି ଶକ୍ତି ଯଜ୍ଞ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ଲଡ଼ୁ କିଶୋର ରଥଙ୍କ ଦ୍ଵାରା ପରିଚାଳିତ ଯଜ୍ଞ…

ଜିଲ୍ଲାରେ ନିଶା ମୁକ୍ତ ଭାରତ ଅଭିଯାନ

ରାୟଗଡ଼ ତା 27.2.2026: ଜିଲ୍ଲାକୁ ନିଶାମୁକ୍ତ ଓ ଅବୈଧ ଚାଲାଣ ରୋକିବା ନିମନ୍ତେ ଅଭିଯାନ ଆରମ୍ଭ ହୋଇଛି | ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଭା ପ୍ର ସେ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ, ରାୟଗଡ଼ଙ୍କ…

ରାଜ୍ୟସ୍ତରୀୟ ବିଶ୍ଵ ସ୍ବେଛାସେବୀ ସଂଗଠନ ଦିବସରେ ୧୮ଟି ଅନୁଷ୍ଠାନକୁ “କର୍ତ୍ତବ୍ୟ ୨୦୨୬” ସମ୍ମାନ

ପୁରୀ, ୨୭ /୨ (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ସ୍ବେଚ୍ଛାସେବୀ ସଂଗଠନ ସାମ୍ମୁଖ୍ୟ ଦ ବେଲ୍ ,ପରିବର୍ତ୍ତନ ଓଡ଼ିଶା,ମହା ବିନାୟକ ସେବା ଟେମ୍ପଲ ଟ୍ରଷ୍ଟ ଓ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇ ଯାଇଚି ରାଜ୍ୟସ୍ତରୀୟ ବିଶ୍ଵ ସ୍ବେଛାସେବୀ ସଂଗଠନ ଦିବସ…

ମୋଟରସାଇକେଲ ଲୁଟେରା ଗିରଫ,୩ ମୋଟରସାଇକେଲ ଜବତ।

ବଡ଼ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ର ରାହୁଲ୍ କ୍ଷେତ୍ରୀ ନାମକ ଜଣେ ୨୧ ବର୍ଷୀୟ ଯୁବକ କୁ ବଡ଼ବଜାର ପୋଲିସ କାବୁ କରି ତା ଠାରୁ ୟାମାହା,ବାଜାଜ୍ ଓ ହୋଣ୍ଡା ପ୍ୟାସନ୍ ଭଳି ୩ଟି ଦାମୀ ମୋଟରସାଇକେଲ ଜବତ କରିଛନ୍ତି ଓ ରାହୁଲ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଆଜି ଆସ୍କା…

ଟାଉନ ଥାନା ପୋଲିସ ପକ୍ଷରୁ ହୁକ୍କା ଆଡ୍ଡା ଉପରେ ଚଢ଼ାଉ, ମାଲିକ ଗିରଫ ଓ ସରଞ୍ଜାମ ଜବତ।

ଟାଉନ ଥାନା ଅନ୍ତର୍ଗତ ଚର୍ଚ୍ଚ୍ ରୋଡର ଏକ ହୋଟେଲରେ ହୁକ୍କା ଚାଲୁଥିବା ଖବର ପାଇ ପୋଲିସ ପହଞ୍ଚି କିଛି ହୁକ୍କା ସେବନକାରୀଙ୍କ ସହ ମାଲିକ ବି ଅମୀର କୁମାର ପାତ୍ରଙ୍କୁ ଅଟକାଇ ଯେରା କରିଥିଲେ ଓ ଉକ୍ତ ହୋଟେଲରେ ହୁକ୍କା ସରଞ୍ଜାମ ଯଥା ୪ ଟି ହୁକ୍କା ହାଣ୍ଡି,୧୦ ଟି ପାଇପ୍ ୩ ପେକେଟ୍ଇ ହୁକ୍କା…

ଅପରେସନ ସାଇବର କବଚ:୧୮୧୧୯ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୨୬୨ ଜଣ ଅଭିଯୁକ୍ତ ଗିରଫ

ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍‌.ପି. ଓ ଡି.ସି.ପି.ମାନଙ୍କ…

ମାର୍ଚ୍ଚ ୧୪ରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ

ଭୁବନେଶ୍ୱର ୨୭/୦୨/୨୦୨୬: ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଅନୁଷ୍ଠିତ ହେବ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଯଥା ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଟାଙ୍ଗୀ, ଜଟଣୀ ଓ ବେଗୁନିଆଠାରେ ଏହା ଅନୁଷ୍ଠିତ ହେବ ବୋଲି ଜିଲ୍ଲା…

୪ରୁ କିଟ୍‍ ରେ ଏଫ୍‍ଆଇଭିବି ବିଶ୍ୱ ବିଚ୍‍ ଭଲିବଲ୍‍ ଚାମ୍ପିୟନ୍‍ସିପ୍‍ ୨୦୨୬

·         ଭାରତରେ ପ୍ରଥମ ଥର ·         ୫୨ ଦେଶର ୮୨ ଦଳ ·         ୩୦୬ ଖେଳାଳି ଓ ଅଫିସିଆଲ୍‍   ଭୁବନେଶ୍ୱର: ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟରେ ଏଫ୍‍ଆଇଭିବି ବିଶ୍ୱ ବିଚ୍‍ ଭଲିବଲ୍‍ ଚାମ୍ପିଅନ୍‍ସିପ୍‍ (ପୁରୁଷ ଓ ମହିଳା) ଆୟୋଜିତ…

ସୋଆ ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସର ବାର୍ଷିକ ଉତ୍ସବ ‘ଆମିଟି-୨୦୨୪’ ଉଦ୍ଘାଟିତ

ଭୁବନେଶ୍ୱର, ଫେବୃଆରୀ ୨୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସର ୨-ଦିନିଆ ବାର୍ଷିକ ଉତ୍ସବ ‘ଆମିଟି ୨୦୨୬’ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସୋଆ ଉପକୁଳପତି ପ୍ରଫେସର (ଡକ୍ଟର) ଅନୁପ କୁମାର ସାମନ୍ତରାୟ…

ଇମ୍ଫା ପକ୍ଷରୁ ଫେରୋକ୍ରୋମ ପ୍ଲାଣ୍ଟ ର ନୀତିଗତ ଅଧିଗ୍ରହଣ ସମାପ୍ତ

ଭାରତରେ ଫେରୋକ୍ରୋମ୍ ଶିଳ୍ପରେ ଏବଂ ବିଶ୍ୱସ୍ତର ରେ ଅଗ୍ରଣୀ ଭାବରେ ଉଭା ହୋଇ କମ୍ପାନୀର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ଚିହ୍ନିତ ହୋଇଛି । ଭୁବନେଶ୍ୱର, ଫେବୃଆରୀ ୨୭, ୨୦୨୬: ମୂଲ୍ୟଯୁକ୍ତ ଫେରୋ କ୍ରୋମର ଦେଶର ଅଗ୍ରଣୀ ସମ୍ପୂର୍ଣ୍ଣ ସମନ୍ୱିତ ଉତ୍ପାଦକ…