ଉଚ୍ଚ ଶିକ୍ଷା ର ସହାୟତା ନିମନ୍ତେ ଅଭିଯୋଗ ପ୍ରକୋଷ୍ଠରେ ଛାତ୍ରୀ
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ନିଜର ଉଚ୍ଚ ଶିକ୍ଷା ର ସହାୟତା ନିମନ୍ତେ ସମ୍ପ୍ରତି ରାମନାଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଥିବା ଜିଲ୍ଲା ସ୍ତରୀୟ ଅଭିଯୋଗ ପ୍ରକୋଷ୍ଠ ରେ ହାଜର ହୋଇଛନ୍ତି ଛାତ୍ରୀ ସୁଶ୍ରୀ. ମହିମା ପଣ୍ଡା ସୁଶ୍ରୀ ମହିମା ୨୦୧୪ ମସିହା ନବୋଦୟ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ…