ବାରିପଦା(ଦିଲ୍ଲୀପ ମହାନ୍ତି )- ଚୋରା ନିଶା କାରବାରର ପ୍ରସାର ରୋକିବା ଉଦ୍ଧେଶ୍ୟରେ ରାଇରଙ୍ଗପୁର ଅବକାରୀ ବିଭାଗ ଓ ଗ୍ରାମାଂଚଳ ଥାନା ପୋଲିସର ମିଳିତ ଚଢ଼ାଉ ! ଏହି ସମୟରେ ବିଜାତଳା ବ୍ଲକ ପିଠାକୁଟଣି ଗାଁ ଡ଼ୁଙ୍ଗୁରୀ ନିକଟରୁ ବିପୁଳ ଦେଶୀ ମଦ ରନ୍ଧା ସରଞ୍ଜାମ ସହିତ ୩000 ଲିଟର ମହୁଲ ମିଶ୍ରିତ ଅବୈଧ ମଦ ପୋଚ ଜବତ ହୋଇଛି। ଏହା ବ୍ୟତୀତ ୬୦ ଲିଟର ଦେଶୀମଦ ଜବତ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏସଡିପିଓ ସ୍ନେହାଶିଷ ସାହୁଙ୍କ ନେତୃତ୍ୱରେଏହି ମିଳିତ ଚଢ଼ାଉରେ ଅବକାରୀ ଏସଆଇ ହରିହର ସିଂ ଓ ଗ୍ରାମାଞ୍ଚଳ ଥାନାଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ସାମିଲ ଥିଲେ !
Sign in
Sign in
Recover your password.
A password will be e-mailed to you.
Next Post