କେବେ ମିଳିବ ଭତ୍ତା : କଣ କତରା ଲଗା ହେଲେ ନା……..
୨୦ ବର୍ଷ ହେଲା ଭତ୍ତା ପାଇଁ ଗୁହାରି କରୁଛନ୍ତି ସୁନ୍ଦରଙ୍କ ପ୍ରତି ଦୟା ଦେଖାଉନି ପ୍ରଶାସନ, ୮୦ ବର୍ଷ ବୟସରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା
କୁଚିଣ୍ଡା (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ପଞ୍ଚାୟତ ଲାଡ଼ ଗାଁ ରେ ଏକା ରହନ୍ତି ବୃଦ୍ଧ ସୁନ୍ଦର ଧରେଇ…