ନାବାଳିକା କୁ ବଳତ୍କାର ମାମଲା,ଫେରାର୍ ଅଭିଯୁକ୍ତ ଗିରଫ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ପ୍ରେମ ଜାଲ ରେ ଫସାଇ ଜଣେ ନାବାଳିକାକୁ ବଳାତ୍କାର ପରେ ଫେରାର ଥିବା ଅଭିଯୁକ୍ତ କୁ ରେଢ଼ାଖୋଲ ପୁଲିସ୍ ଗିରଫ କରିଛି I ଗିରଫ ଅଭିଯୁକ୍ତ ହେଲେ ଏହି ଥାନା ଅଧିନ ହେମାମୁରା ଗ୍ରାମର ସୁମନ୍ତ ପ୍ରଧାନ (୨୨)I ଥାନାରେ ଏକ ମାମଲା ରୁଜୁ କରାଯାଇ…

ସ୍ବାଧୀନତା ଦିବସକୁ କଳାଦିବସ ଭାବେ ପାଳିବେ ବଇଦପାଲି ଗ୍ରାମବାସୀ

ପଦ୍ମପୁର(ନୀଲାମ୍ବର ଦୀପ୍ ):-ପଦ୍ମପୁର ଉପଖଣ୍ଡ କନସିଂହା ପଞ୍ଚାୟତ ର ବଇଦପାଲି ଗ୍ରାମର ଗ୍ରାମବାସୀ ସମସ୍ତ ସରକାରୀ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ସ୍ୱାଧୀନତା ର ଦୀର୍ଘ ୭୧ ବର୍ଷ ପରେ ମଧ୍ୟ ପଦ୍ମପୁର ଉପଖଣ୍ଡ ରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥାପିତ ଏହି ଗାଁ ଗମନାଗମନ ତଥା…

ଥେରୁବାଲି ଇମ୍ଫା ତରଫରୁ ଫଳ ଚାରା ବିତରଣ

ରାୟଗଡା(ସରୋଜ ସାହୁ):  ଥେରୁବାଲି ସ୍ଥିତ ଇମ୍ଫା କାରଖାନା ତରଫରୁ ଫଳ ଚାରା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଥେରୁବାଲି ଇମ୍ଫା କାରଖାନାର ମୂଖ୍ୟ ତଥା ବରିଷ୍ଠ  ମହାପ୍ରବନ୍ଧକ ଶ୍ରୀ କେ.ଭି.ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଗ୍ରାମର ମୂଖ୍ୟ ମାନଙ୍କ ଉପସ୍ଥିତିରେ ଫଳ…

ଶ୍ରୀ ଅରବିନ୍ଦ ମେଡିକାଲ ତରଫରୁ ଜୋନସ୍ତରୀୟ ସ୍ୱାସ୍ଥ୍ୟ ଶିବିର

କୋମନା/ଭାଗିରଥି ଭୋଇ - ନୂଆପଡା ଜିଲ୍ଲା କୋମନାସ୍ଥିତ ନବ ନିର୍ମିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଜୋନସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗତ ୨୭,୨୮ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଏଥିରେ ଶାନ୍ତି ଜୋନର ନୂଆପଡା, ବଲାଙ୍ଗିର,…

କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଗୁରୁତ୍ୱପୂପୂର୍ଣ୍ଣ ବୈଠକ

 ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ବହୁ-ପୁରାତନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର  ପୁରାତନ ଛାତ୍ର-ସଂସଦର ଏକଜିବଡ଼ି  କମିଟିର ଏକ ଗୁରୁତ୍ୱପୂର୍ଣ ବୈଠକ ଆଜି ପାରଳାଖେମୁଣ୍ଡି ସ୍ଥିତ ମହାବିଦ୍ୟାଳୟର  ଜୁଲୋଜି ବିଭାଗ କକ୍ଷରେ…

ଗଜପତି ଜିଲ୍ଲା ଗସ୍ତରେ ଏସଆରସି : ପ୍ରଭାବିତ ଅଞ୍ଚଳରେ କଲେ ଅନୁଧ୍ୟାନ

ତିତିଲି  ବାତ୍ୟା ରିଲିଫ ଓ ଥଇଥାନ ର  ନେଲେ ସମୀକ୍ଷା  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ବିଷ୍ଣୁପଦ ସେଠୀ ସୋମବାର ଦିନ ଅଚାନକ ଗଜପତି ଜିଲ୍ଲାକୁ ଆସିଥିଲେ। ଗତ ଅକ୍ଟୋବର ମାସ ୧୧ ତାରିଖ ଦିନ ସମଗ୍ର ଗଜପତି ଜିଲ୍ଲା ସାମୁଦ୍ରିକ ଝଡ଼ ବାତ୍ୟା …

ସ୍ବାମୀ ସ୍ତ୍ରୀଙ୍କୁ ରକ୍ତାକ୍ତ ଆକ୍ରମଣ ଘଟଣା :ଗୁରୁତର ଆହତଙ୍କୁ ଭେଟିଲେ କୁସୁମ

ବଣାଇ-/ସୁନ୍ଦରଗଡ :  ଗତ 24 ତାରିଖ ରାତିରେ କୌଣସି ଦୁର୍ବୃତ୍ତଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇ ଅଳ୍ପକେ ମରଣ ମୁହଁରୁ ବଞ୍ଚିଥିବା ତଥା ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲହୁଣିପଡାର ରାଜକୁମାର ଜୟସ୍ବାଲ  ଓ ତାଙ୍କ ଧର୍ମପତ୍ନୀ ଚଞ୍ଚଳା ନାଏକଙ୍କୁ ଆଜି…

ବିଶିଷ୍ଟ ସ୍ୱର୍ଣ୍ଣକାର ଭିକ ବଣିଆଙ୍କ ପରଲୋକ

ବଲାଙ୍ଗିର /ନିରୋଜ ମିଶ୍ର :  ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଗ୍ରାମର ବିଶିଷ୍ଟ ସ୍ୱର୍ଣ୍ଣକାର ଭିକ ବଣିଆଙ୍କ  ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି ।   ମୃତ୍ୟୁ ଶଯ୍ୟା ପାଖରେ ତାଙ୍କର ତିନି ପୁଅ ଧନେଶ୍ୱର, ପ୍ରସନ୍ନ, ରାଜକୁମାର, ତିନି ବୋହୂ, ଦୁଇ ଝିଅ ଶାନ୍ତିଲତା, ବାସନ୍ତି,  ନାତି…

ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳବା ସାରା ବିଶ୍ୱରେ ଥିବା ଓଡିଆଙ୍କ ପାଇଁ ସବୁଠୁ ମିଠା ଖବର – ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର, – ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ସାରା ବିଶ୍ୱରେ ଥିବା ଓଡିଆଙ୍କ ପାଇଁ ସବୁଠୁ ମିଠା ଖବର ବୋଲି ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ…