ବରଗଡ :- ରାଜ୍ୟ ସରକାର ଙ୍କର ମୋ ସରକାର କାର୍ଯ୍ୟକ୍ରମରେ ଧୀରେ ଧୀରେ ସମସ୍ତ ବିଭାଗ ସାମିଲ ହେବାରେ ଲାଗିଛି । ଏହି କ୍ରମରେ ଆସନ୍ତା ନୂଆଁ ବର୍ଷରୁ ରାଜ୍ୟର ଶ୍ରମ ବିଭାଗ ମଧ୍ୟ ମୋ ସରକାର କାର୍ଯ୍ୟକ୍ରମ ରେ ସାମିଲ ହେବାକୁ ଯାଉଛି । ବିଭାଗର ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କର ପାଇଁ ଏହା ନିଶ୍ଚିତ ଭାବରେ ଏକ ଦୁଃଖଦ ଖବର । ଇତି ମଧ୍ୟରେ ଓଡ଼ିଶାର ବାହାରେ ଅନ୍ୟ ପାଞ୍ଚ ଗୋଟି ରାଜ୍ୟରେ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ହେଲ୍ପ ଡେ଼କ୍ସ ଖୋଲା ଯାଇଛି । ବିଦେଶରେ ରହି କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ ମଧ୍ୟ ଖୁବ ଶୀଘ୍ର ଦିଲ୍ଲୀ ରେ ଏକ ହେଲ୍ପ ଡେ଼କ୍ସ ଖୋଲା ଯିବାର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି ।।
Sign in
Sign in
Recover your password.
A password will be e-mailed to you.
Next Post