କ୍ୟାପଟେନ ବୁଲିଲେ ସର୍କଲ ଜେଲ : ପାଳିଲେ ବନ୍ଧୁତା ଦିବସ, କଏଦୀଙ୍କୁ ବାଣ୍ଟିଲେ ଫଳ ଓ ମିଠା
ଭୁବନେଶ୍ୱର : ବନ୍ଧୁତା ଦିବସ ଅବସରରେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହବିଭାଗ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଓଡ଼ିଶାର ବୃହତ୍ତମ ଚୌଦ୍ୱାର ମଣ୍ଡଳ କାରାଗାର ପରିଦର୍ଶନ କରିଥିଲୋ କାରାଗାର ପରିଦର୍ଶନ କରି ମନ୍ତ୍ରୀ ସେଠାରେ ଆୟୋଜିତ ହୋଇଥିବା ସଭାରେଲ ଯୋଗ ଦେଇ ନିଜବକ୍ତବ୍ୟରେ…