କିଛି ସମୟ ପରେ ଲୋକାର୍ପିତ ହେବ ଵଟଲିଂ ପ୍ଲାଣ୍ଟ

0 1

ବଲାଙ୍ଗୀର : ( ନିରୋଜ କୁମାର ମିଶ୍ର ଓ ସନ୍ତୋଷ କୁମାର ଠାକୁର  ) ଆଜି ଭାରତର ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଏମ୍. ଭେଙ୍କିଆ ନାଇଡୁ ବଲାଙ୍ଗୀରଠାରେ ବିପିସିଏଲ ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦେଶ୍ୟ ରେ ସମର୍ପଣ କରିବାକୁ ଯାଉଛନ୍ତି ।  କୁହୁଡିଆ ପଗରେ ମଧ୍ୟ ପ୍ରବଲା ଜନସମାଗମ ଦେଖିବାକୁ ମିଳିଛି। ଆଉରହିଲା କିଛି ମୁହୁର୍ତ୍ତ।

Leave A Reply

Your email address will not be published.