ନିଖିଲ ସେବା ସଂଘ ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ

ବଲାଙ୍ଗିର(ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ବଲାଙ୍ଗିର ନିଖିଲ ସେବା ସଂଘ ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା  | ସ୍ଥାନୀୟ ରାଧାରାଣି ପଡା କୋଣାର୍କ ଟେଣ୍ଟ ସମ୍ନାରେ ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା  | ପ୍ରାୟ 2000 ଲୋକଙ୍କ ପାଇଁ ପ୍ରସାଦ ବଣ୍ଟନର…

ଚମ୍ପାଙ୍କୁ ମାଇଲା କିଏ, ପୋଲିସ ଖୋଜୁଛି ଖିଅ

ବାରିପଦା(ଅରବିନ୍ଦ ଦାସ )- ଅଗଷ୍ଟ ୪ ରବିବାର ହାଟକୁ ଯାଇ ନିରୁଦ୍ଧିଷ୍ଟ ରହିଥିବା ଏକ ମହିଳାଙ୍କ ଗଳିତ ଶବକୁ ଆଜି ବାରିପଦା ସଦର ଥାନା ପୁଲିସ ଉଦ୍ଧାର କରିଛି । ଉକ୍ତ ଘଟଣାକୁ ନେଇ ପୁଲିସ ପକ୍ଷରୁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାରୁ…

ଶୋଇଥିଲେ, ଘରେ ପଶି ଦଳିଦେଲା ହାତୀ

ବାରିପଦା(ଅରବିନ୍ଦ ଦାସ )- ମୟୂରଭଞ୍ଜ ଜିଲ୍ଲାରେ ହାତୀ ମଣିଷ ମଧ୍ୟରେ ଜାରି ରହିଥିବା ଲଢ଼ାଇରେ ପ୍ରତ୍ୟେକ ବର୍ଷ ଏକାଧିକ ବ୍ୟକ୍ତି ଜୀବନ ହରାଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର  ସମ୍ପତ୍ତି ହାନୀ ହୋଇଆସୁଛି । ସରକାର ଓ ବନ ବିଭାଗ ଏହାର ସ୍ଥାୟୀ ପ୍ରତିକାର କରିବା ଦିଗରେ ସମ୍ପୂର୍ଣ୍ଣ ଭାବେ ବିଫଳ…

ସୁଷମା ସ୍ୱରାଜଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ବିଜେପି ତରଫରୁ ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ  ବିୟୋଗରେ  ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ଥାନୀୟ ଏର୍ଦଲା  ସାହିସ୍ଥିତ ବଜେପି  କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି…

ଗଜପତି ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଶୋକ ସଭା

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭାରତୀୟ ଜନତା ପାର୍ଟି ର କର୍ତ୍ତବ୍ୟ ନିଷ୍ଠା ଓ ଦେଶର ସୁଯୋଗ୍ୟ କନ୍ୟା ସନ୍ତାନ ସ୍ବର୍ଗତ ସୁଷମା ସ୍ବରାଜଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଥିବାରୁ ଦେଶରେ ଶୋକର ଛାୟା…

ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ବରେ

ଲଗାଣ ବର୍ଷା ଯୋଗୁଁ  କାଶୀନଗର ବ୍ଲକ ଅଂଚଳରେ ବିଭିନ୍ନ ସ୍ଥାନ ଜଳମଗ୍ନ ଓ  ବନ୍ୟା ଆଶଙ୍କା ବଂଶଧରା ନଦୀ କୁଳର 4 ଟି ଗ୍ରାମର 650ରୁ ଉର୍ଦ୍ଧ୍ବ ପରିବାର ବାତ୍ୟା ଆଶ୍ରୟ ସ୍ଥଳରେ ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କାଲିଠାରୁ ଲଗାଣ ବର୍ଷା…

ନିମକଣା ଠାରେ ଟ୍ରେନ୍ ରେ କଟି ଯୁବକ ମୃତ୍ୟୁ

ଜଗତସିଂହପୁର(ରମେଶ ମହାନ୍ତି)-ତିର୍ତ୍ତୋଲ ଥାନା ଅନ୍ତର୍ଗତ ନିମକଣା ରେଲୱେଷ୍ଟେସନ ନିକଟରେ ଏରସମା ଥାନା ପଏଦା ପଞ୍ଚାୟତ ସ୍ଥିତ ପଦନା ଗ୍ରାମର ଏକ ରଘୁନାଥ ସ୍ବାଇଁ ନାମକ ୨୬ବର୍ଷର ଏକ ଯୁବକ ଟ୍ରେନ ଲାଇନରେ କଟି ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିବା ଆର.ପି.ଏଫ୍ ପୁଲିସ ଦ୍ବାରା ଉଦ୍ଧାର ହୋଇଛି।ମୃତ…

ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ରେଢ଼ାଖୋଲ /ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ଼ ଉଚ୍ଚ ବିଦ୍ୟାଳୟରେ ଶ୍ରୀ ରାଜେଶ କୁମାର ମିଶ୍ର ଦୀର୍ଘ ଦେଢ଼ ବର୍ଷ ଧରି ଶିକ୍ଷାଦାନ କରିଆସୁଥିଲେ I ଗତ ୩୦-୭-୨୦୧୯ ଦିନ ସ୍ୱଇଛାରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି I ଆଜି କଦଳୀଗଡ଼ ଉଚ୍ଚ…

ଭୁଶୁଡି ପଡିଲା ମାଟି କାନ୍ଥ, ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ଗୋଟିଏ ପାରିବାର୍ ଚାରି ସଦସ୍ୟ

Kandhamal/ Gagan Kumar Pradhan : କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷାରେ ବାଲିଗୁଡ଼ା ବ୍ଲକ ଏନ୍ଏସି 12 ୱାର୍ଡ଼ ଗୁଳିମରlପଦl ସାହିରେ ବାସ କରୁଥିବା ଗୀତାଞ୍ଜଳି ପୂଜାରୀ ଓ ତିନି ପୁଅଝିଅକ ସହ ଚାଳିଶି ବର୍ଷ ପୁରୁଣା ଝାଟିମାଟି ଘରେ ବର୍ଷ ବର୍ଷ ଧରି ରହୁଥିବା ବେଳେ ଚାରିଦିନ ଧରି ଲଗାଣ…

ଆଇଏଏସ ସ୍ତରରେ ବଡ ଅଦଳବଦଳ : ଅସିତ ତ୍ରିପାଠୀଙ୍କୁ କେବିକେ ଅତିରିକ୍ତ ଦାୟିତ୍ୱ, କିଶନ କୁମାର ଫୁଲ ଟାଇମ ପୂର୍ତ୍ତ ସଚିବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଆଜି  ରାଜ୍ୟ ସରକାର କରିଛନ୍ତି  ବଡ଼ ଧରଣର ଅଦଳ ବଦଳ ହୋଇଛି ।  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଉନ୍ନୟନ କମିଶନର ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ …