ଲୋକଙ୍କ ସୁବିଧା ପାଇଁ ମୋଦି ସରକାର ଉର୍ଜା କ୍ଷେତ୍ରର ସଂସ୍କାରରେ ବ୍ୟାପକ ସୁଧାର ଆଣିଛନ୍ତି -ଧର୍ମେନ୍ଦ୍ର ପ୍ରଧାନ

ମିଳିତ ସିଭିଲ-ମିଲିଟାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସାମାଜିକ ପରିବର୍ତନ ପାଇଁ ଉର୍ଜାକୁ ଏକ ଉପକରଣ ଭାବେ ବ୍ୟବହାର କରାଯାଇପାରିବ  ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଉର୍ଜା କରିବାରେ ଭାରତୀୟ ମଡେଲ ଅନେକ ବିକାଶଶୀଳ ଦେଶ ଦ୍ୱାରା ଅନୁକରଣ କରାଯାଇପାରିବ…

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କିନ୍ନର ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର:  ଅଗଷ୍ଟ ୫ ତାରିଖ ଦିନ ଲୋକସଭାରେ ବହୁ ପ୍ରତିକ୍ଷିତ  କିନ୍ନରମାନଙ୍କ ପାଇଁ ଟ୍ରାନ୍ସଜେଣ୍ଡର ପର୍ସନ (ପ୍ରୋଟେକ୍ସନ ଅଫ୍ ରାଇଟ୍ସ) ବିଲ୍ ୨୦୧୯ ପାରିତ ହୋଇଯାଇଛି । ଏଥିରେ ଭାଗ ନେଇ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଲେ ଯେ, ଭାରତରେ ସମସ୍ତେ ସମାନ…

ନୂଆ ବହି କିଣ, ଫାଡ଼ିକି ସ୍କୁଲକୁ ଆଣ

ବ୍ୟାଗ ବୋଝ କମାଇବାର ନୂଆ ତରିକା , ହ୍ଵାଟ ଆନ ଆଇଡ଼ିଆ ସାର ଜୀ !! ଭୁବନେଶ୍ୱର : ପିଲାମାନଙ୍କ କାନ୍ଧ ଉପରେ ବ୍ୟାଗର ବୋଝ ବଢି ଯାଉଛି । ତାକୁ କମାଉବାକୁ ପଡିବ । ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଏ ପି ଜେ ଅବଦୁଲ କଲାମ ଜୀ ଏଇ କଥା କହିଥିଲେ । ତାକୁ ନେଇ ସର୍ବୋଚ୍ଚ ଅଦାଲତ ମଧ୍ୟ ତାଗିଦ କଲେ ।…

ବିଦ୍ୟାଳୟରେ ପହଞ୍ଚିଲା ଖୁସି : ଖରିଦରେ ସ୍ୱଚ୍ଛତା ଓ ମାନ ଉପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, (ଶାସକ ପ୍ରଶାସକ): ବିଦ୍ୟାଳୟରେ ଛଅରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ବାଳିକା ମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ‘ଖୁସି’ ଯୋଜନାରେ ସେମାନଙ୍କୁ ସାନିଟାରୀ ନାପ୍‍କିନ୍‍ ଯୋଗାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ବଣ୍ଟନ ପାଇଁ ତାହା ଏବେ ବିଦ୍ୟାଳୟ ଗୁଡିକରେ ପହଞ୍ଚିଛି ।…

ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଚିବ ଖାଇଲେ ଫାଇଲେରିଆ ଔଷଧ

ଭୁବନେଶ୍ୱର : ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଉ ବିଭାଗୀୟ ସଚିବ ଡ଼ ପ୍ରମୋଦ ମେହେର୍ଦ୍ଦା ଖାଇଲେ ଫାଇଲେରିଆ ରୋଗ ନିରାକରଣ ପାଇଁ ମେଡ଼ିସିନ | ଫାଇଲେରିଆ ନିରାକରଣ ପାଇଁ ଆରମ୍ଭ ହୋଇଥବା ମାସ ଡ୍ରଗ ଆଡମିନିସ୍ଟ୍ରେଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱାସ୍ଥ୍ୟ କର୍ମୀ ମାନେ ଆଜି ମନ୍ତ୍ରୀ ଓ…

ବଲାଙ୍ଗୀର ମହିଳା ପତାଞ୍ଜଳି ଦ୍ଵାରା ଜଡ଼ିବୁଟି ଦିବସ ପାଳିତ

ବଲାଙ୍ଗୀର/ ନିରୋଜ ମିଶ୍ର : ଇତି ମଧ୍ୟରେ ମହିଳା ପତଂଜଳି ପକ୍ଷରୁ ଆୟୁର୍ବେଦାଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ଦିବସ ଅବସରରେ ପ୍ରକୃତି ସଂରକ୍ଷଣ ନିମନ୍ତେ  ବୃକ୍ଷ ରୋପଣ ଏବଂ ଔଷଧୀୟ ଜଡ଼ିବୁଟି ବିତରଣ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମିତି ପ୍ରଭାରୀ କୁମାରୀ ସୁଜାତା…

ଜୁନାଗଡରୁ ବାଇକ ଚୋରି ଘଟଣା, ଆଜି ଭବାନିପାଟଣାରେ ଧାରା ପଡିଲା ଚୋର

ଜୁନାଗଡ/ ଆଦିତ୍ୟ ପ୍ରସାଦ ମହାନ୍ତି  : ଗତ ତିନିଦିନ ତଳେ ଜୁନାଗଡ ସହରର ଭୁବନେଶ୍ବର ସାହୁଙ୍କ ପୁଅ ସୁଜିତଙ୍କ ପଲସର ବାଇକ ଚୋରି ହୋଇଥିଲା । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ବୁଧବାର ଭବାନିପାଟଣା ପୁରୁଣାପଡାରେ ବାଇକ ଠାବ ହୋଇଥିଲା, ତେବ ବାଇକ ଛାଡି ଚୋର ଫେରାର ହୋଇଯାଇଥିଲା । ଆଜି…

ଧାନ ନିଅ , ନହେଲେ ଜୀବନ ହାରିବୁ

ମଣ୍ଡି ରେ ଧାନ ବିକ୍ରି କରିପାରିନଥିବା ଚାଷୀମାନଙ୍କ ଆତ୍ମହତ୍ୟା ଧମକ।  ଜୁନାଗଡ/ ଆଦିତ୍ୟ ପ୍ରସାଦ ମହାନ୍ତି : ଧାନସଂଗ୍ରହ ନାଁରେ ଚାଷୀଙ୍କ ଜୀବନ ସହ ଖେଳୁଛି ଯୋଗାଣ ବିଭାଗ | ଧାନ କିଣା ନହୋଇ ମଣ୍ଡିରେ ପଡି ରହିଥିବା ଯୋଗୁ ଚାଷୀଙ୍କ ଭିତରେ ଦେଖା ଦେଇଛି  ଅସନ୍ତୋଷ | ଆଉ ସରକାରଙ୍କ ଏଭଳି…

ବରଗଡ଼ ଜିଲ୍ଳାର ପାଞ୍ଚଟି ବ୍ଳକର ସମସ୍ତ ଗ୍ରାମକୁ ମହାନଦୀରୁ ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେବ : ମନ୍ତ୍ରୀ…

ବରଗଡ଼ : ବରଗଡ଼ ଜିଲ୍ଳାର ପାଞ୍ଚଟି ବ୍ଳକର ସମସ୍ତ ଗ୍ରାମକୁ ମହାନଦୀରୁ ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେବ । ଏହି ବ୍ଳକ ଗୁଡ଼ିକ ହେଲା ଅତାବିରା, ବରଗଡ଼, ବିଜେପୁର, ବରପାଲି ଓ ଗାଇସିଲେଟ । ହିରାକୁଦ ଜଳଭଣ୍ଡାର ଜିରୋ ପଏଂଟରୁ ଏହି ପ୍ରକଳ୍ପ ପାଇଁ ପାଣି ନିଆଯିବ । ଏଥିପାଇଁ ୮୦୦ କୋଟି…

ଦାୟିତ୍ୱବାହୀ ହେଲେ, ନିୟମିତ ଆଦେଶକୁ ଅପେକ୍ଷା

ମୁଖ୍ୟମନ୍ତ୍ରୀଙ୍କ “5-T” ମନ୍ତ୍ରକୁ ପୋଲିସ ବିଭାଗରେ ମଧ୍ୟ ପ୍ରୟୋଗ କରି କାର୍ଯ୍ୟକରିବେ କଟକ : ରାଜ୍ୟର ଦାୟିତ୍ୱବାହୀ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମା । ନିୟମିତ ଡିଜି ଭାବେ ସେ ହିଁ ନିଯୁକ୍ତ ହେବେ ବୋଲି ଶୁଣା ଯାଉଥିଲେ ମଧ୍ୟ…