ଦେବଦଳାଗୁଡା ଗ୍ରାମକୁ ଅଣ୍ଡରଗ୍ରାଉଣ୍ଡ ରାସ୍ତା ନିର୍ମାଣ  ଦାବି : କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ରାୟଗଡ(ସରୋଜ ସାହୁ ) ରାୟଗଡ ଜିଲ୍ଲା କୁମୁଟୁପେଣ୍ଠ ପଂଚାୟତ ଅନ୍ତର୍ଗତ ଦେବଦଳଗୁଡା ଗ୍ରାମବାସୀ ରାୟଗଡ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ କରି ଏକ ସ୍ମାରକ ପତ୍ର ମାନ୍ୟବର କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ର୍ରୀ ପିୟୁଷ ଗୋଏଲଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଉକ୍ତ ସ୍ମାରକ…

ଏମବିସି ଟିଭି ପକ୍ଷରୁ ଶାରଳା ବିଶ୍ୱ ଭାଷା ପଦଯାତ୍ରା

ରାୟଗଡା (ସରୋଜ ସାହୁ): ପାଶ୍ଚାତ ସଂସ୍କୃତିରେ ଆଜିର ଯୁବ ଗୋଷ୍ଠୀ  ଯେପରି ଦିଗହରା ନ ହୁଅନ୍ତି ଏବଂ ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ଯେପରି ଆକୃଷ୍ଟ ହେବେ ସେ ନେଇ ଏମବିସି ଟିଭି ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଜାନୁୟାରୀ ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱର ସ୍ଥିତ ଗୁରୁ…

” ଅଲିମ୍ପିକ୍ସ ପଦକ ତାଲିକାର ଭାରତ ଶୀର୍ଷ 10ଟି ସ୍ଥାନ ମଧ୍ୟରେ ରହିବା ଲକ୍ଷ୍ୟ “

ଭୁବନେଶ୍ୱରରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ •ସମଗ୍ର ଦେଶରେ ଓଡ଼ିଶା କ୍ରୀଡ଼ା ରାଜଧାନୀ ଭାବେ ଉଭା ହୋଇଛି :ନବୀନ  • ରାଜ୍ୟର ଗ୍ରାମୀଣ ଓ ଆଦିବାସୀ କ୍ରୀଡ଼ା ପ୍ରତିଭାଙ୍କୁ ଭିତ୍ତିଭୂମି ଯୋଗାଇବ ଖେଲୋ ଇଣ୍ଡିଆ : ଧର୍ମେନ୍ଦ୍ର  • ଜ୍ଞାନର ମହାଶକ୍ତି…

ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ବର୍ବରୋଚିତ  ଆକ୍ରମଣ ଘଟଣା : କ୍ଷୁବ୍ଧ  ଓଡିଶା ବିପିୟୁଟି ଛାତ୍ର ସଂଘ କଲା ଦୃଢ…

ଭୁବନେଶ୍ୱର(ଶାସକ ପ୍ରଶାସକ) : ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ବର୍ବରୋଚିତ  ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିଛି ଓଡିଶା ବିପିୟୁଟି ଛାତ୍ରସଂଘ | ସଂଘ ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ବିପିୟୁଟିର ଶତାଧିକ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଏହାର ତୀବ୍ର ପ୍ରତିବାଦ…

ମା ଢ଼ୋକରି ବୁଢ଼ୀ ଫୁଟବଲ ଟୁର୍ଣାମେଣ୍ଟ ଉଦଯାପିତ

ସିନାପାଲି/ନିରାକାର ମେହେର: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମ ପଂଚାୟତ ଆନୁକୂଲ୍ୟରେ ଗତ  5 ତାରିଖ ଠାରୁ ମା ଢ଼ୋକରି ବୁଢ଼ୀ ନକ ଆଉଟ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍ଜାଯାପିତ ହେଇଛି !ଆଜି ଦ୍ଵିତୀୟ ଦିନ ଖେଳ ରେ ସୋନପୁର ଓ ରାଇପୁର ମଧ୍ୟ ରେ ଅନୁଷ୍ଠିତ…

ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ ଛାତ୍ର ବିଜେଡି ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା

http://www.youtube.com/watch?v=WaiREoN7_Tg ବାରିପଦା(ବାରିପଦା)-  ନୂଆଦିଲ୍ଲୀ ସ୍ଥିତ ଜେଏନୟୁ  ବିଶ୍ବବିଦ୍ୟାଳୟ ହଷ୍ଟେଲରେ ହୋଇଥିବା ହିଂସା ଓ ଆକ୍ରମଣ  ପ୍ରତିବାଦରେ ଆଜି ବାରିପଦା ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଏବଂ ଏମପିସି ଜୁନିୟର କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ…

ଯୁବଜ୍ୟୋତି କ୍ଳବ ଆନୁକୂଲ୍ୟରେ ୧୭ତମ ଡବଲ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ପଦ୍ମପୁର(ଶାସକ ପ୍ରଶାସକ)- ଯୁବଜ୍ୟୋତି କ୍ଳବ ଆନୁକୂଲ୍ୟରେ ବଡ଼ପଡାସ୍ଥିତ ସ୍ବପ୍ନେଶ୍ବର କଲ୍ୟାଣ ମଣ୍ଡପ ଠାରେ ୧୭ତମ ଡବଲ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରର ସମଗ୍ର ୩୫ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ମ୍ୟାଚ…

ପ୍ରଶାସନର ଜନ ଅଭିଯୋଗ ଶୁଣାଣି, ୧୦୨ ଅଭିଯୋଗ ଦାଖଲ 

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ): ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ  ହୋଇଥିଲା । ଏଥିରେ ଜିଲ୍ଲାପାଳ ଜ୍ଞାନ ଦାସ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଧଶକ ମଧୁସୂଦନ ଦାସ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ଚନ୍ଦ୍ର ପରିଡ଼ା, ଅତିରିକ୍ତ ଜିଲ୍ଲା…