ଓଡ଼ିଆ ପୁଅ “ଅର୍ଜ୍ଜୁନ” !

ଅର୍ଜୁନ ପୁରସ୍କାର ପାଇଁ ଅତବିରାର ପ୍ରମୋଦ ଭଗତ ଙ୍କର ନାମ ସୁପାରିଶ ବରଗଡ :- ଅତି ଖୁସିର ଖବର । ଓଡ଼ିଆ ପୁଅ ପାଇବେ ଅର୍ଜୁନ ପୁରସ୍କାର ନିଜର କ୍ରୀଡା ନୈପୁଣ୍ୟ ପାଇଁ | ଗତ 16 ଏବଂ17 ତାରିଖ ଖେଳ ପୁରସ୍କାର ପାଇଁ ବସିଥିବା ସିଲେକ୍ସନ କମିଟିର ବୈଠକରେ ଓଡ଼ିଶାର ଜଣାଶୁଣା ବେଡ଼ମିଣ୍ଟନ…

କୃପାଳୁ ଶିଶୁ ସାହିତ୍ୟ ଆସର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ବାଧିନତା ଦିବସ  , ଶ୍ରୀ ଅରବିନ୍ଦଙ୍କ ଜନ୍ମଦିନ , ସୁରକ୍ଷା ଓ ବିଶ୍ୱାସର ପର୍ବ ରକ୍ଷା ବନ୍ଧନ  ଓ ମହାପ୍ରଭୁ ବଳଦେବଙ୍କ  ଜନ୍ମତିଥି  ଏକା ଦିନରେ।  ପଡ଼ିଥିବାରୁ ଏହି ଅବସରରେ  ବାଲ ମୁକୁନ୍ଦ କେନ୍ଦ୍ର ପକ୍ଷରୁ ପାରଲା ସାହି ସ୍ଥିତ ଆପନ୍ନା ପରିଛା…

ଗତ ୮ ଦିନ ତଳ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ 

     ଜୋର ଧରିଛି : ୧୫ ପ୍ରତିଶତ ବିଲ ଏବେ ମଧ୍ୟ ପଡିଆ ପଡ଼ିଛି      ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ଗଜପତି ଜିଲ୍ଲାରେ ଗତ ୮ ଦିନ ତଳେ  ଭଲ ଟିକିଏ ଲଗାଣ ବର୍ଷା ହେବା ଫଳରେ  ଚାଷୀକୁଳ ବିଲ ମୁହାଁ ହେବା ସହ ଚାଷ-ବାସ କାର୍ଯ୍ୟ ଜୋର ଧରିଛି । ହେଲେ ମଧ୍ୟ ବର୍ତ୍ତମାନ…

ରାସ୍ତା ନାହିଁ, ଦୋଳାରେ ବୁହାହେଲେ ରୋଗୀ 

http://www.youtube.com/watch?v=epxug4q1cyQ  ଜି ଉଦୟଗିରି(ଗଗନ ପ୍ରଧାନ) ପୁଣି ଦୋଳାରେ ବୁହାହେଲେ ରୋଗୀ । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ସାର୍ତ୍ତୁଲ ଗ୍ରାମ ପଞ୍ଚାୟତର ଡୁଡୁମିଲା ଗାଁର ମାର୍ଜାଙ୍ଗି ରୁପାମାଝୀ ନାମକ ୬୦ବର୍ଷୀୟ…

ମାନ ତେଜିଲେ  ଗଗନ :  ହେଲେ ଓଏଫଡ଼ିସି ଅଧ୍ୟକ୍ଷ, ପାଇଲେ ମୁଖ୍ୟ ସଚିବ ପାହ୍ୟା 

ସୁରେଶ ମହାପାତ୍ର ଡିସି, ପ୍ରଦୀପ୍ତ ମହାପାତ୍ର ଏପିସି  ଭୁବନେଶ୍ୱର : ଇସ୍ତଫା ଦେଇଥିବା ଆଇଏଏସ ଅଫିସର ଗଗନ ଧଳଙ୍କୁ ମନାଇବା ପାଇଁ ରାଜ୍ୟ ସରକାର ଦେଇଛନ୍ତି ତାଙ୍କୁ ନୂତନ ନିଯୁକ୍ତି | ତାଙ୍କୁ ମୁଖ୍ୟ ସଚିବ ପାହ୍ୟା ଦିଆଯାଇ ଓଡିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ କରାଯାଇଛି |  ସୂଚନାଯୋଗ୍ୟ ଯେ…

ଘାଟିରାସ୍ତା ସଫା କରିବା ସହ ସମ୍ପ୍ରସାରଣ ଦାବି କଲେ ସୁଗାମହା ଗ୍ରାମବାସୀ

 ଘୁ. ଉଦୟଗିରି / ଗଗନ ପ୍ରଧାନ : ବ୍ଲକ ଠାରୁ ମାତ୍ର 10 କିଲୋମିଟର ଭିତରେ ହେବ ସୁଗାମହା ଗ୍ରାମ |  କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧୀନସ୍ଥ 1ନ ୱାର୍ଡ ହେଉଛି ସୁଗମାହା ଗ୍ରାମ. | ଏହି ଗ୍ରାମର ଜନସାଧାରଣ ମୁଖ୍ୟ ରାସ୍ତା ସହ ସଂଜଗ ପାଇଁ ଏକ ପକ୍କା…

ନୂଆଁ ଢଙ୍ଗରେ ନିଶା କାରବାର ,ନିଶା ହୋଲସେଲର ଗିରଫ

ବିପୁଳ ପରିମାଣରେ କଫ ସିରଫ ଜବତ ବରଗଡ :- କଫ ସିରଫ ନିଶା କବଳରେ ଯୁବ ସମାଜ । ବରଗଡ଼ ଜିଲ୍ଲାର ସହର ଠାରୁ ଗ୍ରାମ ପର୍ଯନ୍ତ ସବୁଠି ନିଶା ବ୍ୟବସାୟୀ ଙ୍କର କବଜାରେ ନିଶାଖୋର ଯୁବ ସମାଜ । ମାତ୍ର କିଛି ଟଙ୍କାର ଲୋଭରେ କିଛି ବଦମାସ ପ୍ରକୃତିର କୁଚକ୍ରି ଲୋକ ଏହି ନିଶା କାରବାରରେ ସିଧାସଳଖ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 2 ଆହତ 

ବରଗଡ / ପାଇକମାଲ :- ଆଜି ପାଇକମାଲ ଝାରବନ୍ଧ ମୁଖ୍ୟ ରାସ୍ତାର ହୀରାପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ 12 ବର୍ଷ ବୟସର ନାବାଳକ ସହିତ ଝାରବନ୍ଧ ଥାନା ଅନ୍ତର୍ଗତ ସରଗୁଲ ଗ୍ରାମର ଲବ ଡନସନା ନାମକ ଜଣେ ଯୁବକ ଗୁରୁତର ଆହତ ହେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଲବ ବାଇକ…

ପରୀ-୩ କାର୍ଯ୍ୟକ୍ରମ : ନିଖୋଜ ଶିଶୁଙ୍କୁ ଖୋଜିବାକୁ  ରାଜ୍ୟବାହାରକୁ ଗଲେ ୮ ଟିମ୍

ଭୁବନେଶ୍ୱର, (ଶାସକ ପ୍ରଶାସକ):ରାଜ୍ୟରୁ ନିଖୋଜ ହୋଇଥିବା ଶିଶୁମାନଙ୍କୁ ରାଜ୍ୟ ଭିତରେ ତଥା ରାଜ୍ୟବାହାରେ ଖୋଜି ଠାବ କରିବା ପାଇଁ ଓଡ଼ିଶା ପୋଲିସ୍ ଆୟୋଜନ କରୁଥିବା ସ୍ୱତନ୍ତ୍ର ଅଭିଜାନରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତିବିଭାଗ ସହଭାଗୀ ହୋଇଛିା ଚଳିତବର୍ଷ…

  ଦୁର୍ଗତଙ୍କ ପାଖରେ ପହଁଚିଲେ ଧର୍ମେନ୍ଦ୍ର : ସମୀକ୍ଷା କଲେ, ସହାୟତାର ଦେଲେ ନିର୍ଭର ପ୍ରତିଶ୍ରୁତି 

ପଶ୍ଚିମ ଓଡିଶାରେ ବନ୍ୟା ପରିସ୍ଥିତି: ଆକାଶ ମାର୍ଗରୁ ଅନୁଧ୍ୟାନ ସହ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ସହ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର   କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା, ଜୁନାଗଡ, ଏମ.ରାମପୁର, କାର୍ଲାମୁଣ୍ଡା, ବଲାଙ୍ଗୀର ଜିଲ୍ଲାର ପୁଇଁତଳା, ବଲାଙ୍ଗୀର ବ୍ଲକ,…