ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ଉଦ୍ଧାର, ହତ୍ୟା ସନ୍ଦେହ
ବାରିପଦା(ଦିଲ୍ଲୀପ ମହାନ୍ତି )- ବିଶୋଇ ଥାନା ଅନ୍ତର୍ଗତ ମଣଦା ଛକ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପାର୍ଶ୍ଵ ବନ୍ଧ ନିକଟରେ ସ୍ଥାନୀୟ ଅଞ୍ଚଳର ଏକ ଯୁବକର ମୃତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର ଆଜି ସକାଳ ସମୟରେ ଗ୍ରାମବାସୀମାନେ ଦେଖିବାକୁ ପାଇଁ ବିଶୋଇ ଥାନାକୁ ଖବର…