ଯାଞ୍ଚ ସାରିଲାଣି ୩୬.୮୮ ଲକ୍ଷ, ଚିହ୍ନଟ ହେଲେଣି ୨.୬୬ ଲକ୍ଷ ଅଯୋଗ୍ୟ ‘କାଳିଆ’ ହିତାଧିକାରୀ
ରାଜ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ, ୩୧ ତାରିଖ ବ୍ଳକ୍ ଓ ଜିଲ୍ଲା ସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କାମ ସରିବ। ରାଜ୍ୟରେ ସମୁଦାୟ ୫୧ ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସାମିଲ କରାଯାଇଥିବା…