ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଶ୍ଚିତ କୋଇଲି ବ୍ଲକ ଗସ୍ତ : ବାଣ୍ଟିଲେ ୩୭୯ ଘର କାର୍ଯ୍ୟାଦେଶ ଓ ପ୍ରାୟ ୧୭ କୋଟିର ଫନି…
କଟକ( ଶାସକ ପ୍ରଶାସକ) ନିଶ୍ଚନ୍ତକୋଇଲି ବ୍ଲକ ପରିସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଆବାସ ଯୋଜନା,ବିଜୁ ପକ୍କା ଘରର କାର୍ଯ୍ୟାଦେଶ , ଫନିର ସହାୟତା ରାଶି ଓ ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ ସାଇକେଲ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ …