ରୋଲ ଅବଜରଭରଙ୍କ ପଦ୍ମପୁର ଗ୍ରସ୍ତ
ପଦ୍ମପୁର(ଶାସକ ପ୍ରଶାସକ): ନିର୍ବାଚନ କମିଶନଙ୍କ ଦ୍ୱାରା ବରଗଡ ଜିଲ୍ଲା ପାଇଁ ନିଯୁକ୍ତି ପ୍ରାପ୍ତ ରୋଲ ଅବଜରଭର ତଥା ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ସଚିବ ରାଜେନ୍ଦ୍ର ପ୍ରସାଦ ମୁଣ୍ଡ ଶୁକ୍ରବାର ପଦ୍ମପୁର ଗ୍ରସ୍ତରେ ଆସି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଚାଲିଥିବା ଭୋଟର ତାଲିକା ସଂଶୋଧନ…