ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଛି ପାରଳାଖେମୁଣ୍ଡି ରେଳ ଷ୍ଟେସନ
Paralakhemundi/Balakrusna Panigrahi : ଗତ ୧୦ ବର୍ଷହେଲାଣି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଛି । ୧୯୦୦ ମସିହା ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏହା ନେରୋଗେଜ ରେଳପଥ ଥିଲା । ବ୍ରଡଗେଜରେ ପରିଣିତ କରିବା ପାଇଁ ଏହି ନେରୋଗେଜ ରେଳପଥକୁ ୨୦୦୦ମସିହାରେ ଉଠାଇ…