ଆକସେସିବୁଲ ଇଣ୍ଡିଆ କ୍ୟାମ୍ପେନ : ଓଡ଼ିଶାର ପଦକ୍ଷେପକୁ ଜାତୀୟ ସ୍ତରରେ ବାହାବା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ପୁଣି ଥରେ ଓଡ଼ିଶାର କାମକୁ ଜାତୀୟ ସ୍ତରରେ ମିଳିଛି ବାହାବା | ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରତ୍ୟେକ ସର୍ବସାଧାରଣ ସ୍ଥଳ ପ୍ରବେଶ ସୁଗମ କରିବା ପାଇଁ ଚାଲିଥିବା ଆକସେସିବୁଲ ଇଣ୍ଡିଆ କ୍ୟାମ୍ପେନ ଅନ୍ତର୍ଗତ ଉଲ୍ଲେଖନୀୟ କାମ ପାଇଁ ଓଡିଶା ଦେଶର ଆଗଧାଡିର…