ବେଆଇନ କରତ କଳ ଉପରେ ଚଢ଼ାଉ : ବିପୁଳ ପରିମାଣ ଚୋରା କାଠ ଜବତ
ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ସମ୍ବଲପୁର ସହର ବଡବଜ଼ାର ଅଂଚଳରେ ବେଆଇନ କରତ କଳ ଚାଲୁଥିବା ସୂଚନା ପାଇଁ ମଙ୍ଗଳବାର ବନ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ଚୋରା କାଠ ଜବତ କରିଛି l ଜବତ କାଠର ବଜାର ମୂଲ୍ୟ ଆନୁମାନିକ ତିନି ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ…