ଡିଏଭି ପରିସରରେ ହୋଲି ଉତ୍ସବ ପାଳିତ
ଛାତ୍ରଛାତ୍ରୀ ଅବିର ମାଧ୍ୟମରେ ଦେଲେ ଶାନ୍ତି, ମୈତ୍ରୀ ଓ ବିଶ୍ୱଭାତୃତ୍ୱର ବାର୍ତ୍ତା
ଝାରସୁଗୁଡ଼ା, ୦୨/୦୩/୨୦୨୬: ଝାରସୁଗୁଡ଼ା ଡିଏଭି ପରିସରରେ ହୋଲି ଉତ୍ସବ ଉତ୍ସାହ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ରଙ୍ଗର ଏହି ପବିତ୍ର ପର୍ବରେ ଛାତ୍ରଛାତ୍ରୀମାନେ ଖୁସିର ରଙ୍ଗରେ ଭିଜି ଶାନ୍ତି,…