ଇଃ…ଛି ଛି…..ଇସ୍କୁଲ ପାଇଖାନାରୁ ବି ଖାଇଗଲେ !
ଶୌଚାଳୟର ଅଧା କାମକରି ପୁରା ବିଲ : ଏ ନେବା ଲୋକ କେମିତି, ଦେବା ଲୋକ ବି କେମିତି
ପୁଇଁତଳା(Santosh Karmi) ଅଏଁଲାସାରୀ ସ୍କୁଲ ବିଦ୍ୟାଳୟମାନଙ୍କ ରେ ଛାତ୍ର ଛାତ୍ରୀଙ୍କ ସୁବିଧା ପାଇଁ ଶୌଚାଳୟ ନିର୍ମାଣ କରିବାକୁ ଯୋଜନା ହୋଇଥିଲା।ଉକ୍ତ ଯୋଜନାରେ କିନ୍ତୁ ମହାଦୁର୍ନିତି ହୋଇଛି। ଲକ୍ଷ ଲକ୍ଷ…