ଜାମ୍ମୁ-କାଶ୍ମିର ଓ ଲଦାଖର ବିକାଶ ପାଇଁ ମୋଦି ସରକାର ପ୍ରତିବଦ୍ଧ – ଧର୍ମେନ୍ଦ୍ର

ରାଜସ୍ଥାନରେ ବିଜେପିର ଜନଜାଗରଣ ସଭାରେ କେନ୍ଦ୍ରମନ୍ତ୍ରୀ ରାଜସ୍ଥାନ/ଭୁବନେଶ୍ୱର – ଜାମ୍ମୁ-କାଶ୍ମିର ଓ ଲଦାଖର ବିକାଶ ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି ଗୁରୁବାର ଜାମ୍ମୁ କାଶ୍ମିରରୁ ଧାରା ୩୭୦ ଓ ୩୫(କ) ଉଚ୍ଛେଦ ହେବା ପରିପ୍ରେକ୍ଷୀରେ ରାଜସ୍ଥାନର ଭରତପୁର ଠାରେ ଆୟୋଜିତ ବିଜେପିର…

ବିଜେପୁର ଆସନ : ଆଶା ବି ଛାଡି ନାହାନ୍ତି ପ୍ରସନ୍ନ  !

ବରଗଡ :- ଆସନ୍ତା ଅକ୍ଟୋବର 21 ରେ ବିଜେପୁର ରେ ହେବ  ଉପନିର୍ବାଚନ ମହାସଂଗ୍ରାମ । ଏଥିପାଇଁ ପ୍ରସ୍ତୁତି ର ଶେଷ ପର୍ଯ୍ୟାୟରେ ସମସ୍ତ ରାଜନୈତିକ ଦଳ । କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଦୁଇ ମୁଖ୍ୟ ରାଜନୈତିକ ଦଳ ବିଜେଡି ଓ ବିଜେପି ଏପର୍ୟ୍ଯନ୍ତ ପ୍ରାର୍ଥୀ ଘୋଷଣା କରି…

ପ୍ରତାରକ ଗୁଲସନ : ପ୍ରେମିକା ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ କଲା ଭାଇରଲ 

ଅଭିଯୋଗ ପରେ ବନ୍ଧା ହୋଇଗଲା ଜେଲ  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ତଥା ବାରିପଦା ସଦର ଥାନା ଅନ୍ତର୍ଗତ ଧନପୁରର ଏକ ଯୁବକ ତାର ପ୍ରେମିକର ଅଜାଣତରେ ପ୍ରେମିକ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ରେକର୍ଡିଙ୍ଗ  କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା…

ଜୟଜଗନ୍ନାଥ ୟୁଥ ଆସୋସିଏସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

(ଆଠମଲ୍ଲିକ /ସନ୍ତୋଷ ମେହେର ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ କାଦପଡା ଗ୍ରାମର  ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ କିଆକଟା ହାଇସ୍କୁଲ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱଚ୍ଛ ବିଦ୍ୟାଳୟ ଗଠନ ପାଇଁ ଆସୋସିଏସନର ସଦସ୍ୟମାନେ…

ବିଡ଼ିଓଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା ବିବାଦ : ଦୁଇ ମାସ ପରେ ଖୋଲିଲା ଅଙ୍ଗନବାଡ଼ି ସେଣ୍ଟର

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚରଦାପାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଙ୍ଗରିଆ ଗ୍ରାମର ଅଙ୍ଗନବାଡି ସେଣ୍ଟର ଗତ ପ୍ରାୟ 2 ମାସ କାଳ ବନ୍ଦ ରହିବା ପରେ ଆଜି ପାଇକମାଲ ବିଡ଼ିଓ ଶ୍ରୀ ସଦାଶିବ ନାୟକ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଏକ ଲମ୍ବା ଆଲୋଚନା ପରେ ଅଙ୍ଗନବାଡି ସେଣ୍ଟର ଖୋଲିଥିଲା ।…

ମୁମ୍ବାଇରେ ନୂଆଖାଇ ଭେଟ

ମୁମ୍ବାଇ : ମୁମ୍ବାଇ ରେ ଥିବା ପଶ୍ଚିମ ଓଡିଶାର ଲୋକମାନଙ୍କୁ ନେଇ ଜୁହାର ମୁମ୍ବାଇ ନୂଆଖାଇ ଭେଟ ୨୦୧୯ ଉତ୍ସବ ସମାରୋହ  ଅନୁଷ୍ଠିତ ହୋଇଯାଇଅଛି | ଉକ୍ତ ସହର ରେ ରହୁଥିବା ପ୍ରାୟ ୪୦ ପରିବାର ଏକାଠି ହୋଇ ନୂଆଖାଇ ଭେଟ ର ମହକ ଭିତରେ ଭିଜି ଯାଇଥିଲେ | ନୂଆଖାଇ ଭେଟ ପ୍ରାରମ୍ଭରେ ପଶ୍ଚିମ ଓଡିଶା ର…

ପୋଲିସ କବଜାରେ ଦୁର୍ଦାନ୍ତ ଅପରାଧୀ ଅମିତ @ ରିଣ୍ଟୁ      

ବରଗଡ଼ :-ଆଜି ବରଗଡ଼ ପୋଲିସ କୁ ମିଳିଛି ଆହୁରି ଏକ ବଡ ସଫଳତା । ଦୁର୍ଦାନ୍ତ ଡକାୟତ ଅମିତ ଓରଫ ଚିଣ୍ଟୁ ଦାସକୁ ଗିରଫ କରିଛି ଅମ୍ବାଭୋନା ପୁଲିସ । ବଲାଙ୍ଗିର ଜିଲ୍ଲା ସଦରଥାନା ଅନ୍ତର୍ଗତ ଦୁଡୁକାଶିରା ଗ୍ରାମର ଦୁର୍ଦ୍ଦାନ୍ତ ଡକାୟତ ଅମିତ ଦାସକୁ ବୁଧବାର ଅମ୍ବାଭୋନା ଥାନା  ସମରଦରହା ନିକଟରେ…

ବରମୁଣ୍ଡା ଠାରେ ଆନ୍ତଃରାଜ୍ୟ ବସ ଟର୍ମିନାଲ : ଖର୍ଚ ହେବ ୧୬୦କୋଟି 

ଭୁବନେଶ୍ୱରରେ ଆନ୍ତଃରାଜ୍ୟ ବାସ ଟର୍ମିନାଲ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି | ବରମୁଣ୍ଡା ଠାରେ ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲ ନିର୍ମାଣ ପାଇଁ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି | ଏଠି ପାଇଁ ୧୬୦କୋଟି ଟଙ୍କା ଖର୍ଚ ହେବ ବୋଲି ନଗର ଉନ୍ନୟନ, ପଞ୍ଚାୟତିରାଜ, ଆଇନ…

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବ୍ଲକ୍ ସ୍ତରୀୟ  ପ୍ରତିଯୋଗିତା

ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ ବ୍ଲକ୍ସ୍ତରୀୟ କୁଇଜ,ଚିତ୍ରାଙ୍କନ,ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଯାଇଛି । ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀ ତ୍ରିବିକ୍ରମ ପାଣିଗ୍ରାହୀଙ୍କ…

ବାରମ୍ବାର ଦାବି କଲେ ବି ଶୁଣିଲାନି ବିଦ୍ୟୁତ ବିଭାଗ 

ବିଜୁଳି ଖୁଣ୍ଟ ଆର୍ଥିଙ୍ଗ ତାର ରେ ଲାଗି ଗାଈ ମୃତ  ବରଗଡ :- ପଦ୍ମପୁର ଉପଖଣ୍ଡ କପିସିଲା ଗ୍ରାମ ରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟ ଗୁଡିକ ର ଆର୍ଥିଙ୍ଗ ଠିକ ଭାବରେ ନ ହୋଇଥିବାରୁ ଖୋଲାରେ ବିଦ୍ୟୁତ ପାସ ହେଉଛି। ଏଣୁ ଆଜି ସକାଳୁ କପିସିଲା ଗ୍ରାମର ରାଜୁ ରଣାଙ୍କ ଗାଈ ଚାରିବା ପାଇଁ ଯାଉ ଥିବା…