ଲଙ୍କେଶ୍ଵରୀ କ୍ଲବ ପକ୍ଷରୁ 50 ବର୍ଷ ପୁର୍ତ୍ତୀ ଅବସରରେ ବ୍ୟାପକ ପ୍ରସ୍ତୁତି
ଜୁନାଗଡ/ ଆଦିତ୍ୟ ମହାନ୍ତି : ଜୁନାଗଡ ଲଙ୍କେଶ୍ଵରୀ କ୍ଲବ ପକ୍ଷରୁ 50 ବର୍ଷ ପୁର୍ତ୍ତୀ ଅବସରରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆକର୍ଷଣୀୟ ହେବ ଦୁର୍ଗାପୂଜା ତୋରଣ । 50 ବର୍ଷ ହେଲା ରିତିନୀତି ରେ ଚାଲିଛି ପୂଜା । ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରା ଯାଉଚି । ମହିଷା ସଂହାର ପାଇଁ…