ପୋଲିସ ଜାଲରେ ଦୁର୍ଦ୍ଦାନ୍ତ  ଚିଆଁ : ବରଗଡ ପୋଲିସକୁ ଆଉ ଏକ ବଡ଼ ସଫଳତା 

ବରଗଡ :- ବରଗଡ ପୋଲିସକୁ ମିଳିଛି ଆହୁରି ଏକ ବଡ଼ ସଫଳତା । ବରଗଡ଼ ଟାଉନ ଥାନା ପୋଲିସ ସୋମବାର ସହର ଉପକଣ୍ଠ ଘୁଲିପାଲି ନିକଟରୁ ଗିରଫ କରିଛି  ଦୁର୍ଦ୍ଦାନ୍ତ ଅପରାଧୀକୁ । ଅପରାଧୀ ଜଣକ ହେଲା  ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ଧୁଲୁଣ୍ଡାଗ୍ରାମର  ବୁଦ୍ଧଦେବ ବିଶ୍ବାଳ(୩୬) @ ଚିଆଁ…

ଅପରାଜିତା କହିଲେ ତାଙ୍କ ସ୍ବପ୍ନ 

ମୋର ପଦ ପଦବୀ ଲୋଡ଼ା ନାହିଁ, ମୁଁ ନୁହେଁ ଆମେ  ବୋଲଗଡ/ବେଗୁନିଆ  :  "ମତେ ଜମା ନେତା କହିବେନି, ମୁଁ ରାଜନୀତି ଏତେ ଜାଣିନି | ମୁ ସେବିକା ହିସାବରେ କାମ କରିବି, ଜୀବନ ସାରା |ମତେ କୌଣସି ପଦ ପଦବୀ ଦରକାର ନାହିଁ | ଲୋକ ପ୍ରତିନିଧି ହିସାବରେ ଗାଁ ଗାଁ ବୁଲି ସେବା କରିବାକୁ ଚାହୁଁଛି |ଏହି…

ସାର୍ବଜନୀନ ଦୁର୍ଗା ପୂଜାରେ  ମେଲଛାମୁଣ୍ଡା ଉତ୍ସବ ମୂଖର

ମେଲଛାମୁଣ୍ଡା,(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡାରେ ସନିବାର ଦିନରୁ ଆରମ୍ଭ ହୋଇଥିବା ସାର୍ବଜନିନ ଦୂର୍ଗାପୂଜା ପାଇଁ ଅଂଚଳଟି ଉତ୍ସବ ମୁଖର ହୋଇଉଠିଛି । ପୂଜା ମଣ୍ଡପ ତଥା ଆଖପାଖ ଅଂଚଳ ରଙ୍ଗିନ ଆଳୁଅରେ ଝଳସିଉଠୁଛି । ଜିଳ୍ଲାରେ ମେଲଛାମୁଣ୍ଡା ଦର୍ଗା ପୂଜା ବେଶ ପରିଚିତ । ଆଖ ପାଖ ଅଂଚଳର…

ମାଙ୍କିଡିଘାଟିରେ ଅଘଟଣ :  ପିଟି ହେଲା ମେଲୋଡି ପାର୍ଟି ଗାଡି  (see Video)

ବାରିପଦା/ଦିଲ୍ଲୀପ ମହାନ୍ତି :  ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ ଥାନା ଅନ୍ତର୍ଗତ ୨୨୦ ଜାତୀୟ ରାଜପଥର ମାଙ୍କିଡିଘାଟି ନିକଟରେ ଏକ ଟାଟା ମ୍ୟାଜିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଯୋଗୁଁ ଗାଡ଼ିର ଡ଼୍ରାଇଭର ସମେତ ନଅ ଜଣ ଆହତ ହୋଇଛନ୍ତି। ଏହି ଆହତ ମାନେ ଜାମଦା ଅଞ୍ଚଳ ରଏକ…

୧୦୮ ଅରୁଆ ଚାଉଳ ଓ ୧୦୮ ଦୁବ ଘାସର ବିଡାରେ ଭାଇ ପାଇଁ ରକ୍ଷା କବଚ 

ଭାଇ ଜିଉନ୍ତିଆ:ଭାଇ ମାନଙ୍କ ପାଇଁ ଦିନ ଟିଏ ମେଲଛାମୁଣ୍ଡା,(ମନୋଜ ଭୋଇ) ହିନ୍ଦୁ ସଂସ୍କୃତିରେ ନାରୀ ସର୍ବଦା ନିଜ ପରିବାର ବର୍ଗଙ୍କ ସୁରକ୍ଷା ପାଇଁ ଶକ୍ତି ଉପାସନା କରୁଥିବାର ପୁରାଣ ଯୁଗରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅନେକ ଦୃଷ୍ଟାନ୍ତ ରହିଛି । କେତେବେଲେ ନିଜର ସ୍ୱାମୀ ପାଇଁ ତ କେତେବେଳେ…

ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ଗାଁ ଅଂଚଳ ଉତ୍ସବ ମୁଖର

ଓଡ଼ଗାଁ / ଶ୍ରୀକାନ୍ତ ମିଶ୍ର : ସାର୍ବଜନିନ ଦୁର୍ଗାପୂଜା ଅବସରରେ ଓଡ଼ଗାଁ ଅଂଚଳ ହୋଇଉଠିଛି ଉତ୍ସବ ମୂଖର । ନାନାରଙ୍ଗର ଆଲୋକ ମାଳାରେ ପୁଜାମଣ୍ଡପ ହୋଇ ଉଠିଛି ଆକର୍ଷଣୀୟ । ଦୀର୍ଘ ୫୦ବର୍ଷରୁ ଉଦ୍ଧ୍ୱ ର୍ସମୟ ଧରି ଓଡ଼ଗାଁ ବ୍ଲକ ସାମ୍ନାରେ ଚାଲିଆସିଥିବା ଏକମାତ୍ର ପୂଜା ମଣ୍ଡପରେ ମାଦୁର୍ଗାଙ୍କ…

ଓଡଗାଁରେ ନୂତନ ଆଇଆଇସିଙ୍କ ଯୋଗଦାନ

ଓଡ଼ଗାଁ, ଶ୍ରୀକାନ୍ତ ମିଶ୍ର  / ଗତ କିଛି ଦିନ ଧରି ଖାଲି ରାହିବେ ପରେ ଓଡଗାଁ ଆଦର୍ଶ ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଇଛନ୍ତି  ମମତା ପତି | ହେଲା ଆଇଆଇସି ପଦବୀ ଖାଲି ପଡିଥିବାରୁ ନୟାଗଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ମମତା ପତି ଏସପି ଶଶିଭୁଷଣ ଶତପଥିଙ୍କ…

ଶୁଭିଲାଣି “ଏମ.ଡି.ଏଚ ହଟାଓ କସମ ବଞ୍ଚାଓ” ସ୍ୱର (See Video)

ଘୁ. ଉଦୟଗିରି /ଗଗନ କୁମାର ପ୍ରଧାନ : କନ୍ଧମାଳରେ ଏମ.ଡି.ଏଚ ଉଦ୍ୟୋଗ  ପକ୍ଷରୁ ପ୍ରସ୍ତାବିତ ମସଲା କମ୍ପାନୀକୁ ଅଞ୍ଚଳର ସମାଜସେବୀଙ୍କ ପକ୍ଷରୁ ବିରୋଧ କରୁଥିବା ଦେଖା ଦେଇଛି.| ଆଉ କିଛି ଜନସାଧାରଣ କିଛିଟା ଦ୍ବନ୍ଦ୍ବରେ | ରାଜ୍ୟ ସରକାରଙ୍କ ଆବାହକତ୍ୱରେ କନ୍ଧମାଳର ଚାଷୀଙ୍କ ବିକାଶ, ଚାଷୀକୁ…

ଧିକ ତୁ ଲୋ ମା, ଜନ୍ମ କରି ଫିଙ୍ଗି ଦେଲୁ ????(See Video)

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡା ଜଙ୍ଗଲ ରୁ ୩/୪ ଦିନର ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଜଙ୍ଗଲରେ ଏକ ଶିଶୁ କନ୍ୟାର କୁଆଁ କୁଆଁ କାନ୍ଦ ଶୁଣି କିଛି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଏହି ଶିଶୁ କନ୍ୟାକୁ ଉଦ୍ଧାର କରି ତୁରନ୍ତ…

ବଜ୍ରପାତ ନେଲା ଜୀବନ

 ବରଗଡ଼ :-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମପାୟତର ମୁର୍ହ।ପାଳି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଆଜି ସନ୍ଧ୍ୟାରେ ବଜ୍ରପାତ ରେ ଏହି ଗ୍ରାମର ପ୍ରେମଲତା ପସାୟତ (27)ଙ୍କର ମୃତ୍ୟୁ ହେଇଯାଇଥିବା ବେଳେ ଶୋଭାଗିନୀ ଧାରୁଆ(21)ଓ ସାବିତ୍ରୀ ସାହୁ 40 ଗୁରୁତର ଅବସ୍ଥାରେ…