ଆଉ ଗୋଟେ ଡିଆଁ ମାରିଲେ ଓଡ଼ିଶାରେ ବିଜେପି ପତାକା ଉଡ଼ିବ 

0

ଭୁବନେଶ୍ୱର : ନବୀନ ବାବୁଙ୍କ ୧.୧ କୋଟି ଭୋଟ ଆଉ ଆମର ୯୧ ଲକ୍ଷ ଭୋଟ | ତେଣୁ ଆଉ ଗୋଟେ ଡିଆଁ ମାରିଲେ ଓଡ଼ିଶାରେ ବିଜେପି ପତାକା ସବୁ ଦିନ ପାଇଁ  ଉଡ଼ିବ ବୋଲି କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହା | ଆମେ ୩୭୦୦୦ ବୁଥରୁ ୧୪୦୦୦ରୁ ଅଧିକ ବୁଥ୍ରେ ଆଗରେ ଅଛେ | ଆମେ କଂଗ୍ରେସକୁ ହଟାଇ ମୁଖ୍ୟ  ବିରୋଧୀ ଦଳ ଆସନରେ  ବସିପାରିଚ୍ଛେ | ଆମକୁ ଓଡିଶାବାସୀ ୮ ଟି ଏମପି ସିଟ ଦେଇଥିବା ବେଳେ ଆମ ଭୋଟ ପ୍ରତିଶତ ୩୮.୪ % କୁ ବଢିଛି ବୋଲି ଶ୍ରୀ ଶାହା ସିଏଏ ସମ୍ପର୍କିତ ଏକ ବିଶାଳ ଶୋଭାଯାତ୍ରାରେ କହିଛନ୍ତି |

Leave A Reply

Your email address will not be published.